Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାସନ୍ତପୁର ରେ ଚବିଶ ପ୍ରହର ଶାନ୍ତି ନାମଯଜ୍ଞ

ଅତାବିରା – ବରଗଡ଼ -ସମ୍ବଲପୁର ସୀମାନ୍ତ ଅତାବିରା ବ୍ଲକ ଗୋଡ଼ଭାଗା ନିକଟସ୍ଥ ବସନ୍ତପୁର ଗ୍ରାମରେ ଚବିଶ ପ୍ରହର ନାମଯଂଜ୍ଞ ଅନୁଷ୍ଠିତ ହୋଇଯାଇଛି l ବସନ୍ତପୁର ଗ୍ରାମ ର ଚବିଶ ପ୍ରହରୀ ନାମଯଂଜ୍ଞ କଳସ ଶୋଭାଯାତ୍ରା ରେ ବିଜୁ ମହିଳା ଜନତା ଦଳ ଧନକୌଡା ବ୍ଲକ ସଭାପତି ସାବିତ୍ରୀ ରଥ, ବିଜୁ ଯୁବ ଜନତା ଦଳ କଳାମାଟି ଗ୍ରାମ ପଞ୍ଚାୟତ ସଭାପତି ଦେବାଶିଷ ଦାଶ, ଯୁବ ନେତା ଏମ ଡି ନାସିର ପ୍ରମୁଖ ଯୋଗଦାନ କରିଥିଲେ l
ଏହି ନାମଯଂଜ୍ଞ ରେ କର୍ତ୍ତା ରୂପେ . ବସନ୍ତପୁର ଗ୍ରାମ ର ରୁପେଶ ପଧାନ ଏବଂ ତାଙ୍କ ସହଧର୍ମିଣୀ ନିବେଦିତା ପଧାନ ଅଂଶ ଗ୍ରହଣ କରିଥିଲେ l
ବସନ୍ତପୁର ଗ୍ରାମ ର ବରିଷ୍ଠ ବ୍ୟକ୍ତି ମାନଙ୍କ ମଧ୍ୟରୁ ବାହାଦୁଲ ପଧାନ, ରଞ୍ଜନ ତ୍ରିପାଠୀ, ଦେବରାଜ ପଧାନ, ଉଦ୍ଧବ ପଧାନ, ରାଜକିଶୋର ସେଠ, ଗୌତମ ସେଠ ପ୍ରମୁଖ ଉକ୍ତ ନାମ ସଂକୀର୍ତନ କୁ ସହଯୋଗ, ନିର୍ଦେଶନା ଏବଂ ପରିଚାଳନା କରିଥିଲେ l
ବସନ୍ତପୁର ଗ୍ରାମ ର ଯୁବ କର୍ମ କର୍ତ୍ତା ମାନଙ୍କ ମଧ୍ୟରୁ .ସୁଦାମ ମହାକୁର, ଅସୀମ ଭୋଇ, ଘନଶ୍ୟାମ ମହାର, ହେମନ୍ତ ଭୁଏ, ସୁନୀଲ ଛନ୍ଦ, ହାରିବନ୍ଧୁ ପଧାନ, ଲତା ବନ ତରିଆ, ବାବଳୁ ପଧାନ, ପ୍ରବୀଣ ନିମିବାଳ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ l