Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭାରେ ଇଦ-ଉଲ-ଫିତର ପାଳିତ

ତରଭା,୨୨/୪ ପବିତ୍ର ଇଦ-ଉଲ-ଫିତର ଉତ୍ସବ ତରଭାର ମୁସଲମାନ ଭାଇ ଭଉଣୀ ମାନେ ଉତ୍ସାହର ସହିତ ପାଳନ କରିଛନ୍ତି।ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ରମଜାନ ଶୁକ୍ରବାର ଚନ୍ଦ୍ର ଦର୍ଶନ ପରେ ସମାପ୍ତ ହୋଇଥିଲା।ଶନିବାର ସକାଳ ୯.୩୦ରେ ସ୍ଥାନୀୟ ମସଜିଦରେ ସାମୁହିକ ନମାଜ ପାଠ ଆୟୋଜିତ ହୋଇଥିଲା।ଏଥିରେ ମସଜିଦ ମଜାର କମିଟିର ସଭାପତି ଅଜନବୀ ଖାନ, ଅକବର ଅଲ୍ଲୀ,ମୁଖତାର ଖାନ, ନବାବ ଖାନ, ନୌସାଦ ଖାନ,ମୁଜାଫର ଖାନ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ