Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରେଗିଡିମାଲ ଠାରେ ଏକ ମାଇ ହାତୀର ମୃତ୍ୟୁ ।

କଳାହାଣ୍ଡି:୧୩/୦୯
ଗତ ଗୁରୁବାର ରାତ୍ର ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ରେଗିଡିମାଲ ସ୍ଥିତ ଆମ୍ବ ବଗିଚା ଠାରେ ଏକ ମାଇ ହାତୀ ର ମୃତ୍ୟୁ ହୋଇଛି।ମୃତ୍ୟୁ ର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣାପଡିନାହିଁ ହାତୀ ର ବୟସ ପାୟ ୮ ବର୍ଷ ବୋଲି ସୂଚନା ମିଳିଛି ।ଘଟଣା ସ୍ଥଳ ରେ ନର୍ଲା ରେଞ୍ଜ ବନପାଳ ଓ ହାତୀ ସୁରକ୍ଷା କର୍ମୀ ଉପସ୍ଥିତ ରହିଛନ୍ତି।ହାତୀ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି।ତଦନ୍ତ ଜାରି ରହିଛି।