Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

KIIT ର ନେପାଳୀ ଛାତ୍ରୀ ମୃତ୍ୟୁରେ ନେପାଳ ପାର୍ଲ୍ୟାମେଣ୍ଟ ଉଠିଲା ପଡିଲା

ଛାତ୍ରଛାତ୍ରୀଙ୍କୁ ବିଦା କରିବା ପାଇଁ ବଳ ପ୍ରୟୋଗ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। କିଛି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ୱାର୍ଡେନ ପାଇପରେ ପିଟିଥିବା ନେଇ ଅଭିଯୋଗ ମଧ୍ୟ ଆସିଛି। ସେହିପରି ରହିବା, ଖାଇବା ଏପରିକି ଟିକେଟ ପାଇଁ ମଧ୍ୟ ପଇସା ନ ଥିବା ବେଳେ ଛାତ୍ରଛାତ୍ରୀ ମାନେ କଣ କରିବେ ତାକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି। ଏହି KIIT ର ନେପାଳୀ ଛାତ୍ରୀ ମୃତ୍ୟୁରେ ନେପାଳ ପାର୍ଲ୍ୟାମେଣ୍ଟ ରେ ମନ୍ତ୍ରୀ ଗର୍ଜିଥିଲେ ଓ ନେପାଳ ଏଂବାସୀ ହସ୍ତକ୍ଷେପ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ

https://twitter.com/cmyojong/status/1891479927142195385

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ