Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲି ମାଫିଆ ପୋଲିସ,ରାଜସ୍ବ ଏଵଂ ମାଇନିଙ୍ଗ ବିଭାଗ ମଧ୍ୟରେ ମଧୁ ଚନ୍ଦ୍ରିକା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ବିଭିନ୍ନ ଗ୍ରାମ ନିକଟ ମହେନ୍ଦ୍ର ତନେୟା ନଦୀରୁ ଚୋରରେ ବାଲି ଚୋରା ଚାଲାଣ ଅଭିଯୋଗ ତଦନ୍ତ ପାଇଁ ଦାବୀ

ପାରଳାଖେମୁଣ୍ଡି:୫/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ରେ ଦିନରେ ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳୁଛି। ଏହା ପୁଣି ଚୋରା ରେ ଏଠାରେ ବାଲି ମାଫିଆ ମାନଙ୍କ ହାଇକୋର୍ଟ ର ନିର୍ଦ୍ଦେଶ କୁ ନା ଖଣି ବିଭାଗକୁ କୁ ଡର । ଏଠି କହାକୁ ଖାତିର ନ କରି ଦିନରେ ବିନା ରୟାଲ୍ଟି ରେ ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳୁଛି l
ରାୟଗଡ଼ ବ୍ଲକର ବହୁ ଅଞ୍ଚଳ ଦେଇ ପ୍ରବାହିତ ହେଉଛି ମହେନ୍ଦ୍ର ତନୟା ନଦୀ ଯାହାକି ରାୟଗଡ,ବୁରୁଜାଙ୍ଗ
ରଘୁନାଥପୁର କରଡ଼ାସିଂ ଓ ସରଡ଼ା । ଏହି ଗାଁ ଗୁଡ଼ିକର ନଦୀ ତଟରୁ ପ୍ରତିଦିନ ଦିନ ସାରା ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉଅଛି । ଏହି ଖବର ଖଣୀ ବିଭାଗ ଅଧିକାରୀଙ୍କ ନଜରରେ ରହିଛି କିନ୍ତୁ ବିଭାଗ ନୀରବ l ବୁରୁଜାଙ୍ଗ ନଦୀ ପାଠାରୁ ବାଲି ଉଠାଇବା ପାଇଁ ଜଣେ ବ୍ୟକ୍ତି ଲିଜ ଅନୁମତି ପାଇଛନ୍ତି ତାହା ରୋୟାଲ୍ଟି ଦେଇ ଦିନ ସମୟରେ ବାଲି ଚାଲାଣ ନ କରି ରାତି ସମୟରେ ବାଲି ନେବା ପାଇଁ ହାଇକୋର୍ଟ ଙ୍କ ନିର୍ଦ୍ଧେଶ ଥିଲାବେଳେଏଠାରେ ଖୁଲାମ୍ ଖୁଲା ନିୟମକୁ ନ ମାନି ବାଲି ମାଫିଆ ମାନେ ରାୟଗଡ, କରଦାସୀଙ୍ଗି , ଓ ସରଡା ରୁ ଦିନ ବେଳା ବାଲି ବାହାର କରି ବିକ୍ରି କରୁଥିବାର ଦେଖିବାକୁ ମିଳୁଛି। କିଛିଦିନ ପୂର୍ବେ ଖଣି ବିଭାଗ ଅଧିକାରୀ ଉକ୍ତ ଅଞ୍ଚଲରେ ପେଟ୍ରଲିଂ କରି କେତୋଟି ଚୋରା ରେ ବାଲି ଚାଲାଣ ହେଉଥିବା ଟ୍ରାକ୍ଟର କୁ ଧରି ଥାନା କୁ ନେଇ ଜରିମାନା ଆଦାୟ କରି ଥିଲେ l ଏହି ଘଟଣା ପରେ ଖଣି ବିଭାଗ ଓ ପୋଲିସ ସହ ବାଲି ମାଫିଆ ମାନଙ୍କ କଣ ସମ୍ପର୍କ ଗଢ଼ି ଉଠିଲା ଯେ ଦିନରେ ବାଲି ଚାଲାଣ କରିବା କୁ ମଫିଆ ମାନେ ଆଉ ଭୟ କରୁ ନାହାନ୍ତି । ବର୍ତମାନ ଖୁଲମ ଖୁଲା ବାଲି ଚାଲାଣ ହେଉଥିଲେ ମଧ୍ୟ ବିଭଗର ଅଧିକାରୀଙ୍କ ଦେଖା ମିଳୁନାହିଁ । ବୁରୁଜାଙ୍ଗ ନଦୀ ପଠାରୁ ବାଲି ଉଠାଇବା ପାଇଁ ଟେଣ୍ଡର ହୋଇଛି ହେଲେ ରଘୁନାଥପୁର ,ସରଡା , କରଡ଼ାସିଂ, ରାୟଗଡ଼ ନଦୀ ଟେଣ୍ଡର ହୋଇ ନ ଥିବା ବେଳେ ବାଲି ଉଠୁଛି କେମିତି ବୋଲି ପ୍ରଶ୍ନ ଉଠୁଛି l ମାଫିଆ ମାନଙ୍କ ସହ ଖଣି ବିଭାଗ ଓ ପୋଲିସ ମଧ୍ୟରେ ଭିତରି କଣ ବୁଝା ବଣା ରହିଛି ଯେ ଦିନରେ ଚୋରା ଚାଲାଣ ବାଲି ଗାଡ଼ି ଖୁଲମ ଖୋଲା ବିନା ରୟାଲଟି ରେ ଦିନର ନେବା ପାଇଁ ସାହସ କରୁଛନ୍ତି। ବାଲି ଚାଲାଣ କୁ ନେଇ ଏକ ନିର୍ଦ୍ଧେଶ ରହିଛି ଯାହା ଦିନ ସମୟରେ ବାଲି ଚାଲାଣ ନ କରି ରାତି ସମୟରେ ବାଲି ନେବା ପାଇଁ ଅନୁମତି ଥିଲାବେଳେ ଏଠାରେ ନିୟମକୁ ମାନୁ ନାହାଁନ୍ତି l କିଛିଦିନ ପୂର୍ବେ ଖଣି ବିଭାଗ ଅଧିକାରୀ ଉକ୍ତ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ଦେଖିବାକୁ ମିଳୁଥିଲା l ବର୍ତମାନ ଖୁଲମ ଖୁଲା ବାଲି ଚାଲାଣ ହେଉଥିଲେ ମଧ୍ୟ ବିଭଗର ଅଧିକାରୀଙ୍କ ଦେଖା ମିଳୁନାହିଁ । ବୁରୁଜାଙ୍ଗ ନଦୀ ପଠାରୁ ବାଲି ଉଠାଇବା ପାଇଁ ଟେଣ୍ଡର ହୋଇଛି ହେଲେ ରଘୁନାଥପୁର ,ସରଡା , କରଡ଼ାସିଂ, ରାୟଗଡ଼ ନଦୀ ଘାଟରୁ ବାଲି ଉଠାଇବା ପାଇଁ ଟେଣ୍ଡର ହୋଇନଥିବା ବେଳେ ବାଲି ଉଠୁଛି କେମିତି ବୋଲି ପ୍ରଶ୍ନ ଉଠୁଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l