ଅସ୍ତରଙ୍ଗ,,ଜଳ ପଥରେ ମୁମ୍ବାଇ ରେ ଆତଙ୍ଗ ବାଦି ହମଲା ପରେ ,ଉପକୂଳ ଅଞ୍ଚଳକୁ ସୁରକ୍ଷିତ ରଖିବା ସହ ଜଳ ପଥରେ ବାହ୍ୟ ଶତ୍ରୁକୁ ପ୍ରତିରୋଧ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମାର୍ଚ୍ଚ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଆରମ୍ଭ ହୋଇଛି ସମ୍ଭ୍ୟାବ ଉପକୂଳ ସୁରକ୍ଷା କୁ ନେଇ ସାଗର କବଚ । ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ଥାନା ଓ ମରାଇନ ଥାନା ନୂଆଗଡ ର ପୋଲିସ କର୍ମଚାରୀ ସାମିଲ ହେବା ସହ,ଜିଲ୍ଲା ଭିତରୁ କିଛ କର୍ମ ଚାରି ଙ୍କୁ ନିୟୋଜିତ କରା ଜାଇଅଛି । ଅସ୍ତରଙ୍ଗ,ନୂଆଗଡ ,କଳିଆକଣ,ସହନ,ସୁଧିକେଶ୍ୱର୍, ଦାଳୁଆକଣି, ଜାହାନିଆଁ ଆଦି ସମୁଦ୍ର ତଟ ସ୍ଥାନକୁ ସମ୍ବେଦନ ଶିଳ ଭାବେ ଗ୍ରହଣ କରାଯାଇ,ସମ୍ଭାବ୍ୟ ଆତଙ୍ଗ ବାଡ଼ି ମାନେ ଯେପରି ଏହି ସବୁ ସ୍ଥାନ ଦେଇ ଯେପରି ପ୍ରବେଶ କରି ନ ପାରିବେ ସେଥିପ୍ରତି ନଜର ରଖା ଜାଇ ଅଛି । ଏହି ଦୁଇଦିନିଆ କାର୍ଯ୍ୟକ୍ରମ ରେ କୋଷ୍ଟ ଗାର୍ଡ,ମେରାଇନା ପୋଲିସ,ଆଦି ସାମିଲ ରହିଥିବା ବେଳେ,ଅସ୍ତରଙ୍ଗ ଆଇ ଆଇ ସି,ରାଜେଶ କୁମାର ବଳିଆର ସିଂ ଓ ମେରାଇନ ଥାନା ଆଇ ଆଇ ସି,ଅଚ୍ୟୁତାନନ୍ଦ ବେହେରା, ଏହାର ନେତୃତ ନେଇଛନ୍ତି ।
ଓଡ଼ିଶା ପୋଲିସ ର ସାଗର କବଚ ।
