Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଲିସର ସ୍ପେସାଲ ସ୍କାର୍ଡ଼ ଗାଡି ଦୁର୍ଘଟଣାଗ୍ରସ୍ଥ, ୩ ଗୁରୁତର।

କେନ୍ଦୁଝର ପୁଲିସର ସ୍ପେଶାଲ ସ୍କାର୍ଡ ଚୋରକୁ ନେଇ ଫେରୁଥିବା ବେଳେ ଫେରିବା ବାଟରେ ଆନନ୍ଦପୁର ଚାରିନାଳିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୩ଜଣ ପୁଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଅତିରିକ୍ତ ଏସ.ପି ମନୋଜ ରାଉତ , ଏସଡିପିଓ ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହିି ଗୁରୁତରଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ସହ କଟକ ପଠାଇବାର ସୁବ୍ୟବସ୍ଥା କରାଇ ଥିଲେ।