Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଠଶାଳା ରେ ସନ୍ତରଣ କୃତି ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର:ସ୍ଥାନୀୟ ବସୁନ୍ଧରା କମ୍ୟୁନିଟି ସେଣ୍ଟର ଆନୁକୂଲ୍ୟରେ ପରିଚାଳିତ ଦେୟମୁକ୍ତ ଶିକ୍ଷଦାନ କେନ୍ଦ୍ର ପାଠଶାଳା ରେ ନିକଟ ରେ ଇନ୍ଦୋର ରେ ଅନୁଷ୍ଠିତ ଜାତୀୟ ସନ୍ତରଣ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ସମ୍ବଳପୁର ର ପ୍ରତିଯୋଗୀ ଆଞ୍ଚଳ ବାଗ, ଅର୍ପିତା ସେଠ, ଆଲ୍ୟାନା ପଣ୍ଡା ଓ ଆଲିଶା ବାଗ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଗିରିଧାରୀ ହୋତା, ପ୍ରଶାନ୍ତ ପାଟଯୋଶୀ, ଗୁଣ ରଞ୍ଜନ ସାଲିମା ଓ ଝୁନୁ ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇ ଥିବା ବେଲେ ରୋଜା ଆଚାରୀ, ଜ୍ୟୋତି ମୁଣ୍ଡା, ମନୀଷା ନାୟକ, ଶରତ ବହିଦାର ସହଯୋଗ କରିଥିବା ବେଲେ ପ୍ରବୀଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ପରେ ପରେ ଗୋପାଳ ମେହେର, ଶିବ ମହାରଣା ଙ୍କ ସହଯୋଗ ରେ ପାଠଶାଳା କେନ୍ଦ୍ର ରେ ପ୍ରେରଣା ଦାୟକ ହିନ୍ଦୀ ଚଳଚିତ୍ର ଶ୍ରୀକାନ୍ତ ପ୍ରଦର୍ଶିତ କରାଯାଇଥିଲା