Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫିଜ ଓ ଥେରାପି ସଚେତନତା ଶିବିର ଅନୁଷ୍ଠିତ

କୋରାପୁଟ ଜିଲା ଦାମନଯୋଡ଼ି ସହରରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଆଇଏସ ଆରଡ଼ି ତରଫରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ଉକ୍ତ ଶିବିରରେ ଫିଜାଓଥେରାପି ଲ୍ଲ ସୁବ୍ରତ କୁମାର ସ୍ଵାଇଁ ବରିଷ୍ଟ ନାଗରିକ ଙ୍କ ସୁସ୍ଥ ଜୀବନ ପାଇଁ ଏହାର ଆବଶ୍ୟକତା ଏବଂ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗରେ ଏହାର ଉପଯୋଗ ହୁଏ ସେ ବିଷୟରେ ଆଲଚନା କରିଥିଲେ ଏହି ଶିବିରରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଆଶିଷ ବାର୍ଦ୍ଧନ, ସଭାପତି ବୁଲୁଚରଣ ଦାସ,ଅଧ୍ୟକ୍ଷ ଶ୍ରମତୀ ରାଇ ନାୟକ, ପ୍ରଶ୍ନ କୁମାର ପଣ୍ଡା, ତାହିର ଚରଣ ପାତ୍ର, ଅଜୟ ଇଡିଙ୍ଗ ଜୋଶ୍ନା ମଲ୍ଲିକ, ଗୀତାରାଣୀ ପାତ୍ର,ଶୁଭସ୍ମିତା ପଟନାୟକ, ପ୍ରମୁଖ ଯୋଗଦେଇଥିଲେ ଶିବିରରେ ପ୍ରାୟ 50 ରୁ ଉର୍ଦ୍ଧ ଯୋଗ ଦେଇଥିଲେ ସୂଚନା ଥାଉକି ଏହି କାର୍ଯ୍ୟକ୍ରମ ଆଇଏସ ଆରଡ଼ି ର ଡାଇରେକ୍ଟର ସୁଧୀର ସାବତ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର ଙ୍କ ନିର୍ଦେଶ କର୍ମେ ଏବଂ ଝାନ୍ସୀ ସିଂ ଓ ନଲୋକ ଏମଜି ପ୍ରଦୀପ ପାଟଯୋଶୀ ଙ୍କ ସହଯୋଗ ଦ୍ଵାରା ଅନୁଷ୍ଠିତ ହୋଇଥିଲା ସେମିଲିଗୁଡା ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ