Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳାଙ୍କ କାନ  ଓ ନାକରୁ ଝାମ୍ପି ନେଲେ  ଦେଢ଼ ତୁଳା ସୁନା ସୁନା… ଦିନ ଦିପହର ରେ ରାସ୍ତା ରୁ ଲୁଟ…..

ଲକ୍ଷ୍ମୀପୁର ୦୨/୦୬…..ଲକ୍ଷ୍ମୀପୁର ବ୍ଲକ ବିରୀଗୁଡା ଗାଁ ରାସ୍ତା ରେ ଜଣେ ମହିଳା ଙ୍କ କାନ ଓ ନାକ ର ସୁନା କୁ ଦୁର୍ବୁତ୍ତ ମାନେ ଟାଣି ନେଇଁ ଯାଇଛନ୍ତି। ଭାଲୁଯୋଡି ଗାଁ ର ଜଣେ ଆଦିବାସୀ ମହିଳାଙ୍କ କାନ  ଓ ନାକରୁ ପ୍ରାୟ ଦେଢ଼ ତୁଳା ରୁ ଉର୍ଧ୍ଵ ସୁନା ଅଳଙ୍କାର କୁ ଦୁର୍ବୁତ୍ତ ମାନେ ଝାମ୍ପି କି ନେଇଁ ଯାଇ ଥିବା ଥାନାରେ ଅଭିଯୋଗ ହୋଇଛି।
ଲକ୍ଷ୍ମୀପୁର ବ୍ଲକ ବିରୀଗୁଡା ଗାଁ ନିକଟ ରାସ୍ତା ରେ ଘଟିଛି ଏହି ଘଟଣା…ଭାଲୁଯୋଡି ଗାଁ ର ନୀଲାଇ କୁଲେସିକା ନିଜ ଝିଅ ଘର ବିରୀଗୁଡା ଗାଁ କୁ ଚାଲି ଚାଲି ଆସୁଥିବା ସମୟରେ ଦୁର୍ବୁତ୍ତ ମାନେ ଟାଣିନେଇଥିଲେ ସୁନା ଅଳଙ୍କର….ଖବର ପାଇଁ ଗ୍ରାମବାସୀ ମାନେ ଆସି ଆଦିବାସୀ ମହିଳାଙ୍କୁ ଉଦ୍ଧାର କରିଥିଲେ। ମହିଳା ଙ୍କ କାନ ନାକରୁ ରକ୍ତ ବାହାରୁ ଥିବାରୁ ସ୍ଥାନୀୟ ଚିକିତ୍ସା ଳୟ ରେ ଚିକିତ୍ସା କରାଯାଇଥିଲା। କେଉଁ ପରିସ୍ଥିତି ରେ ଏପରି ଘଟଣା ଲକ୍ଷ୍ମୀପୁର ର ଅଭ୍ୟନ୍ତରୀଣ ଅଂଚଳ ର ଗାଁ ରାସ୍ତା ରେ ହେଲା ତାହାକୁ ନେଇଁ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ଆଇଆଇସି ସୁଜ୍ଞାନୀ ସାହୁ, ଓ ସବ ଇ ନିସ୍ପେକ୍ଟର ମାନସ ପ୍ରଧାନ ଘଟଣା ରେ ପ୍ରଥମେ ଛାନ ଭିନ କରିବା ସହ ତଦନ୍ତ ଜାରି ରହିଥିବା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ