Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସନ୍ଧ୍ୟା ହେଲେ ଯେଉଁଠି ଧଳା ଜହର ସହ ମଦର ଆଶର ଜନ୍ମେ l

ଅସ୍ତରଙ୍ଗ, ପୁରୀଜିଲ୍ଲା, ଅସ୍ତରଙ୍ଗ ବ୍ଲକ କଣମଣ ନଦୀ କୁଳ ଛକ ପାଲଟି ଅଛି ମଦୁଆ ତଥା ନିଶାଡୀଙ୍କ ଆଡା ସ୍ଥଳୀ, କାହିଁ କେତେ ଦୂରରୁ ନିଶାଡୀ ଚାଲି ଆସନ୍ତି ଏହି ଛକ ରେ ଥିବା ଗୁପ୍ତ ସ୍ଥାନକୁ ନିଶା ଦ୍ରବ୍ୟ ବ୍ୟବହାର କରିବା ପାଇଁ, ସେଥି ମଧ୍ୟରୁ ବ୍ରିଜ଼ ତଳ ନିରାପଦ ସ୍ଥାନ ହୋଇଥିବା ବେଳେ, ଆଉ ଗୋଟେ ସ୍ଥାନ ଏଠାକାର ମଦ ବାଦ ସାହା ବିଜୟ ନାୟକ ଘର. ଯେଉଁ ଠିକି ନିଶାଡିକ ପାଇଁ ସ୍ୱତନ୍ତ୍ର ସ୍ଥାନ ସହ, ଦେଶୀ ବିଦେଶିର ନକଲି ମଦ କାର ବାର ପାଇଁ ସରକାରୀ ମଦ ଦୋକାନ କାଉଣ୍ଟର ଭଳି ଖୋଲା ଯାଇ ଅଛି ସ୍ୱତନ୍ତ୍ର କାଉଣ୍ଟର. ଜେ କୌଣସି ବ୍ୟକ୍ତି ଯଦି ବିଜୟ ନାୟକ ଘରକୁ ଜାଏ ଯେମିତି ମଦ କରବାର ପାଇଁ ସିଷ୍ଟମ କରାଯାଇ ଅଛି ଆଶ୍ଚଯ୍ୟ ଲାଗିବ, ପ୍ରତିଦିନ ଏକ ଧଳା କାର ରେ ଅସ୍ତରଙ୍ଗ କି କୋଉଠୁ ମଦ ଆସୁଥିବା ବେଳେ, ସ୍କୁଟି ରେ ମଧ୍ୟ ମଦ ଖୋଲାମ ଖୋଲା ଆସୁ ଅଛି, ମଦ ପିଇ ଶୋଦା ବିକା ସହ ରାଜ ରାସ୍ତା ରେ ମାଡ଼ ଗୋଳ ଲାଗୁଥୁବା ବେଳେ, ଝିଅ ବୋହୁ ମାନେ ସନ୍ଧ୍ୟା ହେଲେ,ମଦୁଆ ଙ୍କ ଉତ୍ପାପ୍ତ ନେଇ ପଦାକୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି,ଯଦି କୌଣସି ବ୍ୟକ୍ତି ଚୋରାମଦ କରବାର ଉପରେ ମଦ ବାଦଶାହ ବିଜୟ ଙ୍କୁ ପଚାରେ, ଉତ୍ତର ମିଳେ,ସବୁ ଟଙ୍କା ର ଗୋଲାମ, ଥାନା, ଅବକାରୀ ଙ୍କ ଠାରୁ ଆରମ୍ଭ କରି ସମସ୍ତ ଙ୍କର ସାସିକିଆ ପଣି l ଜେ କୌଣସି ମଦରେ ଥିବା ତାର ମୂଲ୍ୟ ଠାରୁ ମିନିମମ ତିତିଶୀ ଟଙ୍କା ଠାରୁ ଷାଠିଏ ଟଙ୍କା ପର୍ଯ୍ୟନ୍ତ ଟଙ୍କା ରଖା ଜାଇ ଥାଏ,ଏହି ଚୋର ମାଦକ ଦ୍ରବ୍ୟ କରବାର ଉପରେ କଣମଣ ଗ୍ରାମ ବାଶି କୁହନ୍ତି, ଆମ ଗ୍ରାମର ଇଜତ ମହତ ନାହିଁ, ରାତି ପାହିଲେ ସହ ସହ ନିଶାଡୀଙ୍କ କଳିଗୋଳ ରାସ୍ତା ଘାଟ ଯେପରି ଭୟା ନକ ପରିସ୍ଥିତି ସୃଷ୍ଟି ହେଉଛି l ଘରେ ରାତିରେ ମଦୁଆ ମାନେ ଅଯଥା କଳି ଗୋଳ କରି ଆତଙ୍କ ସୃଷ୍ଟି କରୁଥିବା ବେଳେ, ମିଳୁଥିବା ମାଗଣା ଚାଉଳ ମଦର କିଛି ମଦୁଆ ଙ୍କ ଏକ ମାଧ୍ୟମ ବୋଲି ଦେଖିବାକୁ ମିଳିଛି,l ଏହା ଉପରେ ବିଭାଗୀୟ ମନ୍ତ୍ରୀ, ଜିଲ୍ଲାପାଳ, ଅବକାରୀ ଅଧିକ୍ଷକ, ତହସିଲଦାର, ଅସ୍ତରଙ୍ଗ ଓ ଥାନା ଅଧିକାରୀ ଅସ୍ତରଙ୍ଗ ଙ୍କୁ ଲିଖିତ ଜଣାଇବୁ, ଜଣାଇବାର ସାତ ଦିନ ଭିତରେ କିଛି ଆକ୍ସନ ନିଆ ନ ଜାଏ, ତାହାଲେ ପିର ଯାହାନିଆ, କୁ ସଂଯୋଗ କରୁଥିବା ରାସ୍ତା କୁ ଆନିରିଦିଷ୍ଟ କାଳ ପାଇଁ ବନ୍ଦ କରାଯିବ ବୋଲି ଗ୍ରାମ ବାଶି ପ୍ରକାଶ କରି ଛନ୍ତି, l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ