Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅନନ୍ତ ବାସୁଦେବ ଙ୍କ ଜନ୍ମଦିନ ପାଳିତ l

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କଣମଣ ଗ୍ରାମରେ କୋଉ ଆବାହନ କାଳରୁ ପୂଜା ପାଇ ଆସୁଥିବା ଠାକୁର ଅନନ୍ତ ବାସୁଦେବ ଙ୍କ ଜନ୍ମଦିନ, ପବିତ୍ର ବାହୁଡା଼ ତିଥିରେ ମହା ସମାରୋହ ରେ ପାଳିତ ହୋଇ ଯାଇ ଅଛି l ସକାଳୁ ପୂଜକ ଙ୍କ ଦ୍ଵାରା ମନ୍ଦିର ପରିସର ସୁଧ ପୁତ ଭାବେ ପରିଷ୍କାର ପରିଛନ ହେବାପରେ, ପଣ୍ଡିତ ଧଉକର ଙ୍କ ଦ୍ଵାରା ପୂଜା ଅର୍ଚନା ଓ ହୋମ ଯଜ୍ଞ କରାଯାଇ ଥିଲା l କର୍ତ୍ତା କର୍ତ୍ତୀ ଭାବେ, ଦୁଃଶାସନ ନାୟକ ଓ ସରୋଜିନୀ ନାୟକ ରହିଥିବା ବେଳେ, ଦିବାକର ନାୟକ, ଶିରୀଶ କୁମାର ନାୟକ, କୁନା ନାୟକ, ଶିବୁନା ନାୟକ, ପ୍ରମୁଖ କାର୍ଯ୍ୟକ୍ରମ ପରି ଚାଳନା କରି ଥିଲେ l ଶେଷଇ ଦୁଇ ସହ ଭକ୍ତ ଙ୍କୁ ଶୁଷ୍କ ପ୍ରସାଦ ବଣ୍ଠନ କରା ଯାଇ ଥିଲା l