ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଏସ ଏନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦେଶକ, ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି l କିଛିଦିନ ତଳେ ଏହି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସ୍କୁଲ ପରିସର ରେ ମଧ୍ୟାନ ଭୋଜନ ଲାଗି ଜମା ହୋଇଥିବା କିଛି ଜାଳ ବର୍ଷା ରେ ଓଦା ହୋଇଯିବା ଦେଖି ନିକଟ ବାରଣ୍ଡାକୁ ଉଠାଇ ଦେଇଥିଲେ l ହେଲେ, ସେହି ଜାଳ ଉଠାଇବା ଫଟୋ କେହି ଉଠାଇ ତାକୁ ଭାଇରାଲ କରିବା ପରେ, ଏହି ବିଷୟ ଶିକ୍ଷା ବିଭାଗ ଦୃଷ୍ଟିକୁ ଆଣି ଥିଲେ l ବିଭାଗୀୟ ବରିଷ୍ଠ କର୍ମ କର୍ତ୍ତା ଅଭିଯୋଗ ପାଇଲା ପରେ ତାହାର ଅନୁସନ୍ଧାନ କରି ପ୍ରଧାନ ଶିକ୍ଷକ ଙ୍କୁ ନିଲମ୍ବିତ କରିଥିବା ଜଣା ପଡିଛି l ଏଠାରେ ପ୍ରକାଶ ଯୋଗ୍ୟ ଜେ, ଏହି ବିଦ୍ୟାମନ୍ଦିର ଟି ଓଡିଶା ରାଜ ନୀତିର ପିତା ମହ ଭୀଷ୍ମ ତଥା ଶିକ୍ଷା ମନ୍ତ୍ରୀ ସ୍ୱର୍ଗତ ସୁରେନ୍ଦ୍ର ନାଥ ନାୟକ ଙ୍କ ନିଜ ମଣିଷ ତିଆରି କାରଖାନା ଓ ପାଠ ପଢ଼ାରେ ଅତୀତ ହେଉ କି ବର୍ତମନ ତାର ମାନ ବଜାଇ ରଖିଛି l ଏହି ଭଳି କାର୍ଯ୍ୟକୁ ବହୁ ବୁଦ୍ଧିଜୀବୀ, ପୁରାତନ ଛାତ୍ର ଛାତ୍ରୀ, ନା ପସନ୍ଦ କରି ଛନ୍ତି l
ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ l
