ପୁରୀଜିଲ୍ଲା ପେସାଦାର ସମ୍ବାଦିକ ସଙ୍ଘର କର୍ମ କର୍ତ୍ତା ନିର୍ବାଚିତ l


ଅସ୍ତରଙ୍ଗ୩/୯ :ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଙ୍ଘ ର ଜିଲ୍ଲା କାର୍ଯ୍ୟକାରିଣୀ କମିଟି ର ସଦସ୍ୟ ମାନେ ମନୋନୀତ ହୋଇଛନ୍ତି, ଯାହାକୁ ନେଇ ଵିଧିବଧ ଭାବେ ସଙ୍ଘ ତରଫରୁ ପ୍ରକାଶ ପାଇଛି, ଜିଲ୍ଲା ସଙ୍ଘ ରେ ଅସ୍ତରଙ୍ଗ ର ସକାଳ ସାମ୍ବାଦିକ ସମୀର କର ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଙ୍ଘ ର କୋଷାଧକ୍ଷ ଭାବେ ମନୋନୀତ ହୋଇଥିବା ବେଳେ ମହାଭାରତ ଓ ରିପୋର୍ଟରସ ଟୁଡ଼େ ର ଅସ୍ତରଙ୍ଗ ପ୍ରତିନିଧି ଜିଲ୍ଲା ପେସାଦାର ସାମ୍ବାଦିକ ସଙ୍ଘ ର ସାଂସ୍କୃତିକ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି, ଉଭୟ ଙ୍କ ପକ୍ଷ ରୁ ରାଜ୍ୟ ସଭାପତି ବିଭୁତି ଭୂଷଣ କର ଓ ପୁରୀ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଙ୍ଘର ନୂତନ କାର୍ଯ୍ୟକର୍ତ୍ତା ଓ ଜିଲ୍ଲା ର ସମସ୍ତ ସଭ୍ୟ ଓ ସାମ୍ବାଦିକ ବନ୍ଧୁମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି l