Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସ୍ତରଙ୍ଗ ରେ ବିଭିନ୍ନଶିକ୍ଷାନୁଷ୍ଠାନ ର ଗୁରୁ ଦିବସ ପାଳିତ l

ଅସ୍ତରଙ୍ଗ,, ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ସିକ୍ଷାନୁଷ୍ଠାନ ଗୁଡିକ ରେ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲି ରାଧାକୃଷ୍ଣ ଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବ ସରରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଗୁରୁ ଦିବସ ପାଳିତ ହୋଇ ଯାଇ ଅଛି l ପ୍ରାରମ୍ଭରେ ସର୍ବପଲି ଙ୍କ ଫଟୋ ଚିତ୍ରରେ ଧୂପ ଦୀପ ଦେଇ ପୂଜାର୍ଚନା, କରିବା ପରେ ଗୁରୁ ପୂଜନ ଆରମ୍ଭ ହୋଇଥିଲା l ଏହି ଉପଲକ୍ଷେ ବେଳାଭୂମି ହାଇ ସ୍କୁଲ, ରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସ୍ୱାଇଁ,ବିଦାୟୀ ପ୍ରଧାନ ଶିକ୍ଷକ ପ୍ରସନ କୁମାର ପାଳ,ବଲଭଦ୍ରପୁର ପି ଏସ ଏମ ଇ ରେ, ବି ଆର ସି ସି ଯଶୋବନ୍ତ ବେହେରା, କଣମଣ ଇଉ ପି ରେ ଶିକ୍ଷୟତ୍ରୀ କଳ୍ପନା ଦେଇ,ପାପୀରା ସ୍କୁଲ ରେ ବଂସିଧର ବାରିକ,ପ୍ରମୁଖ ଶିକ୍ଷକ ସମୂହ ମାନଙ୍କୁ ତାଙ୍କର ଛାତ୍ରୀ ଛାତ୍ରୀ ମାନେ ଫୁଲ ମାଳ, ଧୂପ ଦୀପ ଦେଇ ବନ୍ଦାପନା କରି ପୂଜା ର୍ଚନା କରିଥିଲେ l ସେହିପରି ସୁରେନ୍ଦ୍ର ନାଥ ବିଦ୍ୟାପିଠ, ସୁନ୍ଦର, ସରସ୍ୱତୀ ଶିଶୁ ମନ୍ଦିର କୁଅଁରପୁର,ଅସ୍ତରଙ୍ଗ ହାଇ ସ୍କୁଲ, ଜନତା ହାଇ ସ୍କୁଲ ବନ୍ତିଲୋ, ବିନାୟକ ଦେବ ହାଇ ସ୍କୁଲ ନଈଗୁଆଁ, ସ୍ୱପ୍ନେଶ୍ଵର ହାଇ ସ୍କୁଲ ଖଣ୍ଡାସାହି, ଅସ୍ତରଙ୍ଗ ନୋଡାଲ,ପାଟ ଳଦା ହାଇ ସ୍କୁଲ, ସମେତ ସରକାରୀ ବେ ସରକାରୀ ଶିଖ୍ୟାନୁଷ୍ଠାନ ମାନଙ୍କରେ ସର୍ବପଲ୍ଲୀ ରାଧା କୃଷ୍ଣ ଜନ୍ମଙ୍କ ଜୟନ୍ତୀ ସମତେ ଗୁରୁ ପୂଜନ ଦିବସ ପାଳିତ ହୋଇ ଯାଇ ଅଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ