Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାରେ ବଜ୍ରପାତ ସହିତ ମେଘଗଜନ—ହଳଦିଆ ସତର୍କ ସଙ୍କେତ

ବଲାଙ୍ଗିର ରେ ଆସନ୍ତା ୨୪ ଘଣ୍ଟା ପାଇଁ ବଲାଙ୍ଗୀର ଜିଲ୍ଲାରେ ହଳଦିଆ ସତର୍କ ସୂଚନା ଜାରି କରିଛି ପାଣି ପାଗ ବିଭାଗ। ଏହି ସମୟ ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବଜ୍ରପାତ, ମେଘଗଜନ ସହ ଅଚାନକ ପବନ ବହିବାର ସମ୍ଭାବନା ରହିଛି। ପବନର ଗତି ୩୦ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚି ପାରେ ବୋଲି ଆକଳନ କରିଛି ବିଭାଗ। କେତେକ ସ୍ଥାନରେ ଭାରୀ ବର୍ଷା ହେବାର ସଚେତନତା ଦିଆଯାଇଛି।
ସାଧାରଣ ଲୋକଙ୍କୁ ବଜ୍ରପାତ ସମୟରେ ଖୋଲାଖେଳା ଜାଗାରେ ନ ରହିବାକୁ ଓ ସାବଧାନ ହୋଇବାକୁ।ଚେତାବନି ଦେଆ ଯାଇ ଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ