Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସାଉଁନ୍ତପୁରରେ ୨ ବାଇକ ଧକ୍କା ୨ ଗୁରୁତର, ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗୀର ଜିଲ୍ଲାର ଶାଉନ୍ତପୁର ଗ୍ରାମରେ ଆଜି ରାତି ପ୍ରାୟ ୮ଟା ସମୟରେ ଦୁଇଟି ବାଇକ ମଧ୍ୟରେ ଭୟାବହ ଧକ୍କା ଘଟିଛି। ଏହି ଦୁର୍ଘଟଣାରେ କନପାଲି ଗ୍ରାମର ସଂଜୀବ ସାହୁ ଓ ଅନ୍ୟ ଜଣେ ଅଜ୍ଞାତ ଚାଳକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଉଭୟଙ୍କୁ ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସଂଜୀବଙ୍କ ମୁଣ୍ଡରେ ଘବୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି ଜଣା ପଡିଛି l ଅଞ୍ଚଳବାସୀଙ୍କ କଥାମାନେ, ଶାନ୍ତପୁର ମୁଖ୍ୟ ରାସ୍ତାରେ ଦୋକାନ ଓ ଗାଡ଼ୀ ଲାଇନରେ ରହୁଥିବାରୁ ରାସ୍ତା ସଂକୁଚିତ ହେଉଛି ଓ ଏହା ଦୁର୍ଘଟଣାର ପ୍ରମୁଖ କାରଣ।ବୋଲି କହିଛନ୍ତି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।