Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲିକିରିଆ ଗ୍ରାମରେ ବିଷପାନରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଲିକିରିଆ ଗ୍ରାମର ରବି ଭୋଇ ବିଷପାନ କରି ଜୀବନ ହାରିଛନ୍ତି । କୌଣସି କାରଣରୁ ସେ ଏହିପରି ଚୂଡ଼ାନ୍ତ ପଦକ୍ଷେପ ନେଲେ, ସେଥି ପାଇଁ ଏପର୍ଯ୍ୟନ୍ତ ସ୍ପଷ୍ଟତା ମିଳିପାରିନାହିଁ । ପୋଲିସ ମୃତଦେହକୁ ଶବପରୀକ୍ଷା ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କୁ ପଠାଇ ତଦନ୍ତ ଜାରି ରଖି ଥିଲା, ଆଜି ପୂର୍ବାହ୍ନ ୧୧ଟା ୩୦ରେ ପରିବାରଲୋକ ଙ୍କୁ ଶବ ହସ୍ତାନ୍ତର କରିଛି । ଏହି ମୃତ୍ୟୁରେ ସମଗ୍ର ଗାଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ