Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୩ ବର୍ଷୀୟା ନାବାଳିକା ପ୍ରେସର କୁକର ଖୋଲୁଥିବା ସମୟରେ, ଗରମ ଡାଲି ଢାଳି ହୋଇ ଗୁରୁତର

କରଲାମୁଣ୍ଡା ବ୍ଲକର ଟେକେନପଦର ଗ୍ରାମରେ ଘଟିଛି ଦୁର୍ଭାଗ୍ୟଜନକ ଘଟଣା। ୧୩ ବର୍ଷୀୟା ଜଣେ ନାବାଳିକା ପ୍ରେସର କୁକର ଖୋଲୁଥିବା ସମୟରେ, ଗରମ ଡାଲି ଢାଳି ହୋଇ ଗୁରୁତର ଅବସ୍ଥାରେ ପଡ଼ିଛନ୍ତି। ଘଟଣା ପରେ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଭର୍ତ୍ତି କରିଛନ୍ତି।
ଏଭଳି ଘଟଣାକୁ ନେଇ ସଚେତନତା ସନ୍ଦେଶ ପ୍ରତ୍ୟେକ ପରିବାରଙ୍କୁ ସଚେତନ ହେବା ଦରକାର। ପ୍ରେସର କୁକର ପୁରାପୁରି ଠଣ୍ଡା ହେବା ପରେ ମାତ୍ର ଖୋଲିବା ଉଚିତ୍। ସେହିପରି, ଶିଶୁମାନଙ୍କୁ କେବେବି ରସୋଇଘରରେ ଏକାକୀ ଛାଡ଼ିବା ଉଚିତ୍ ନୁହେଁ। ଘଟଣା ଟି ଆଜି ଅପରାହ୍ନ ୧ଟା ସମୟରେ ଜଣା ପଡିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ