Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡ଼ା ଜିଲ୍ଲାରେ ପାସ ହାର୯୫.୬୭ ପ୍ରତିଶତ

ଖଡ଼ିଆଳ: ଓଡିଶାମାଧ୍ୟମିକ ବୋର୍ଡ଼ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଯାଇଛି। ନୂଆପଡା ଜିଲ୍ଲାରେ ପାସ ହାର ୯୫.୬୭ ପ୍ରତିଶତ ରହିଛି। ଜିଲ୍ଲାର ୫ ଗୋଟି ବ୍ଲକର ୧୪୫ ଗୋଟି ହାଇସ୍କୁଲରେ ୧୦୧୨୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ବେଳେ ୩୨୩ ଜଣ ଅନୁପସ୍ଥିତ ରହିଥିଲେ। ସେଥିମଧ୍ୟରୁ ୯୬୮୭ ଜଣ ପରୀକ୍ଷାର୍ଥୀ ପାସ ହୋଇଛନ୍ତି। ୪୬୬୧ ବାଳକ ଏବଂ ୫୦୨୬ ଜଣ ବାଳିକା ପାସ ହୋଇଛନ୍ତି। ଚଳିତ ପରୀକ୍ଷାରେ ୫ ଜଣ ଏ-୧, ୨୮୨ ଜଣ ଏ-୨, ୧୫୮୧ ଜଣ ବି- ୧, ୩୩୧୬ ଜଣ ବି- ୨, ୨୮୮୭ ଜଣ ସି ଏବଂ ୧୨୧୫ ଜଣ ବି ଏବଂ ୪୦୧ – ଇ ଏବଂ ୨୧୫-ଏଫ ରେ ପାସ ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ