Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରୋଜି ମେହେର 90 %ମାର୍କ ରଖି ମେଣ୍ଡା ସରକାରୀ ହାଇସ୍କୁଲରେ ସଫଳତା ହାସଲ କରିଛନ୍ତି

ରୋଜି ମେହେର, ମେଣ୍ଡା ସରକାରୀ ହାଇସ୍କୁଲରେ ୫୪୦(୯୦%) ମାର୍କ ରଖିଛନ୍ତି।
ତାଙ୍କ ପିତା ବଳଦେବ ମେହେର ଜଣେ ବ୍ୟବସାୟୀ ହୋଇଥିବା ଵେଳେ ମା ପୂର୍ଣ୍ଣମାସି ମେହେର, ଗୃହିଣୀ।
କଠିଣ ପରିଶ୍ରମ କରୁଥିଲି ସ୍କୁଲ ଓ ଟିଉସନ ପରେ ୩ଘଣ୍ଟା ଅଧିକ ପଢ଼ୁଥିଲି ବୋଲି କହିଛନ୍ତି ରୋଜି।
ସଫଳତାର ଶ୍ରେୟ ବାପା,ମା ଓ ଗୁରୁଜନଙ୍କୁ ଦେଇଛନ୍ତି।
ଜୀବନରେ ଜଣେ ଡାକ୍ତର ହୋଇ ଗରିବଙ୍କ ସେବା କରିବାକୁ ଇଛା ପ୍ରକାଶ କରିଛନ୍ତି।