Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମ୍ୟାଟ୍ରିକ ପରୀକ୍ଷାରେ ୯୧ ପ୍ରତିଶତ ମାର୍କ ରଖିଛନ୍ତି ଇଶାନ ମିଶ୍ର

ଇଶାନ ମିଶ୍ର, ତୁଲୁଣ୍ଡା ହାଇସ୍କୁଲ ୫୪୬(୯୧%) ମାର୍କ ରଖିଛନ୍ତି।
୯୧ପ୍ରତିଶତ ମାର୍କ ରଖିଥିବାରୁ ବହୁତ ଖୁସି ଲାଗୁଛି।୪ଘଣ୍ଟା ଅଧିକ ପଢାପଢି କରୁଥିଲି।
ସଫଳତାର ଶ୍ରେୟ ପିତା ମାତା ,ଶିକ୍ଷକ ଶିକ୍ଷୟିତ୍ରୀ ଓ ଭଗବାନଙ୍କ ଆଶୀର୍ବାଦ ବୋଲି କହିବା ସହ ଜଣେ ଉତ୍ତମ ଶିକ୍ଷକ ହେବାକୁ ଚାହୁଁଛି ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ