ଗଜଲଷ୍ମୀ ପୂଜାର ଯାକ ଜମକ ଭାବେ ଭସାଣି ଉତ୍ସବ l

ଅଷ୍ଟ୍ରସଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ କଣମଣ ଗ୍ରାମର ନାୟକ ପରିବାର ତରଫରୁ ଚଳିତ ବର୍ଷ ପ୍ରଥମ କରି ଆରମ୍ଭ ହୋଇ ଥିବା ଗଜ ଲଷ୍ମୀ ପୂଜାର ଭସାଣି ଉତ୍ସବ ବୁଧବାର ରାତ୍ର ୯ ଘଟିକା ସମୟ ରେ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇ ଅଛି l ପବିତ୍ର ଦଶହରା ଦିନ ମାଙ୍କୁ ଆବାହନ ପୂର୍ବରୁ ନିକଟ ବଙ୍ଗୋପ ସାଗର ଧାର କାଦୁଆ ନଦୀରୁ ବ୍ରାହ୍ମଣ ଙ୍କ ଦ୍ଵାରା ପୂଜା ପାଠ କରା ଯାଇ କଳସ ରେ ପାଣି ଆଣାଯାଇ ମାଙ୍କ ଆସ୍ଥାନ ରେ ରଖା ଯାଇ ପ୍ରାରମ୍ଭିକ ପୂଜା ପାଠ ଆରମ୍ଭ କରା ଯାଇ ଥିଲା, l ହେଲେ ମୁଖ୍ୟ ପୂଜା ୬ତାରିଖ ରେ ପଡ଼ୁ ଥୁବାରୁ ଦଶହରା ଠାରୁ ପୂର୍ଣମୀ ପର୍ଯ୍ୟନ୍ତ, କୁମାରୀ ଓ ବଧୂ ମାନଙ୍କ ଦ୍ଵାରା ବିଭିର୍ଣ୍ଣ ଦିବସରେ ଶାସ୍କୃତିକ କାର୍ଯ୍ୟକ୍ରମ, ବିଭିର୍ଣ୍ଣ ପ୍ରକାର ଖେଳ, ସଂଗୀତ ଆଦି ରହି ଥିବା ବେଳେ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରା ଯାଇ ଥିଲା l ହେଲେ ୬ ତାରିଖ ରେ ମୁଖ୍ୟ ପୂଜା ରହି ଥିବାରୁ ଵିଦ୍ଵାନ ପଣ୍ଡିତ ମାନଙ୍କ ଦ୍ଵାରା ପୂଜା ପାଠ କରା ଯାଇ ସନ୍ଧ୍ୟା ସମୟ ରେ ଶେଷ ହୋଇ ଥିଲା l ସେଦିନ ମା ଙ୍କୁ ୧ ଦିନ ବିଶ୍ରାମ ଦେବା ପରେ ଆଠ ତାରିଖ ଦିନ ରାତ୍ର ୯ ଘଟିକା ସମୟ ରେଏକ ସୁ ଶୋଭିତ ଜାନ ରେ ସାଜ ସଜା କରା ଯାଇ ନାୟକ ପରିବାର ର ସମସ୍ତ ଙ୍କ ଉପସ୍ଥିତି ରେ ବିଭିନ୍ନ ବାଦ୍ୟ ଯନ୍ତ୍ରର ତାଳେ ତାଳେ ନିକଟ ନଦୀରେ ବିସର୍ଜନ କରା ଯାଇ ଥିଲା l ଅନୁଷ୍ଠାନ ର କର୍ତ୍ତା ଭାବେ ସିମି ନାୟକ ରହି ଥିବା ବେଳେ,ରିଭା, ଗେଲ୍ଲୀ, ଲିଟି, ଲଭଲି, ଲେସଲି, ଲୋମା, ମାମା, ଡୁଗୁଲି, ରିମି, ପ୍ରୀତି, ଅଙ୍କିତା,ପ୍ରମୁଖ ଝିଅ ମାନେ ପୂଜା ଓ ବିଭିନ୍ନ କାର୍ଯ୍ୟକ୍ରମ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ, ସେମାନଙ୍କୁ ସାହାଯ୍ୟ ଓ ସହଯୋଗ ର ହାତ ବଢ଼ାଇ ଥିଲେ, ବରିଷ୍ଠ ସାମ୍ବାଦିକ ଦୁଃଶାସହ ନାୟକ, ପ୍ରମୋଦ କୁମାର ନାୟକ, ପ୍ରକାଶ ନାୟକ, ତପନ ନାୟକ,ଲିପୁନୁ ନାୟକ, ବପୂନୁ ନାୟକ,ପ୍ରସନ ନାୟକ,ଙ୍କ ସମେତ,ପ୍ରଫୁଲି ନାୟକ, କୌଶଲ୍ୟା ନାୟକ, ସରୋଜିନୀ ନାୟକ, ବବଲି ନାୟକ, ମାମି ନାୟକ,ଝିଲି ନାୟକ, ପୂଜା ନାୟକ, ପ୍ରଣତି ନାୟକ, କଳ୍ପନା ନାୟକ, ଡ଼ଲି ନାୟକ,ଲିପା ନାୟକ,ନିଲୁ ନାୟକ, ସୁଜା ନାୟକ, ମାଳତୀ ନାୟକ,ପ୍ରମୁଖ l ବିଷର୍ଜନ ପରେ ଦୁଇ ସହ ରୁ ଉର୍ଦ୍ଧ ଜନତାଙ୍କୁ ପ୍ରସାଦ ସେବନରେ ଆପୟିତ କରା ଯାଇ ଥିଲା l