Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମମତା ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପିର ସମାଲୋଚନା

ପଶ୍ଚିମବଙ୍ଗର ଦୁର୍ଗାପୁରରେ ଏକ ଘରୋଇ ମେଡିକାଲ କଲେଜରେ ଦ୍ୱିତୀୟ ବର୍ଷର ଓଡ଼ିଆ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ପରେ ରାଜ୍ୟରେ ଏକ ବଡ ବିବାଦ ସୃଷ୍ଟି ହୋଇଛି | ଏହି ଅଘଟଣ ପାଇଁ ଟିଏମସି ସରକାର ଟାର୍ଗେଟରେ ଅଛନ୍ତି | ମମତା ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପି ସରକାର ସମାଲୋଚନା କରିଛନ୍ତି | ମମତା କହିଛନ୍ତି ଯେ , “ଝିଅମାନଙ୍କୁ ରାତିରେ ବାହାରକୁ ଯିବାକୁ ଦେବା ଉଚିତ ନୁହେଁ  “| ଏହି କାରଣରୁ ରାଜ୍ୟରେ ଉତେଜନାରେ ପରିବେଶ ସୃଷ୍ଟି ହୋଇଛି | ଅନ୍ୟପକ୍ଷେ ଭାରତୀୟ ଜନତା ପାଟି ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ମମତା ବାନାର୍ଜୀ ସରକାରଙ୍କୁ ରାଜନୀତିକରଣ କରୁଥିବାର ଅଭିଯୋଗ କରିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ