Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡାରେ ଉପାସନା, କହିଲେ ଜୟଙ୍କ ବିଜୟ ହେବ

ନୂଆପଡା:ପ୍ରଥମ ଥର ପାଇଁ ନୂଆପଡା ମାଟିରେ ପାଦ ଥାପିଛନ୍ତି ଉପାସନା। ଉପାସନା ମହାପାତ୍ର ହେଉଛନ୍ତି ବ୍ରହ୍ମଗିରି ବିଧାୟିକା। ଯିଏ ସଞ୍ଜୟଦାଶବର୍ମା ଙ୍କ ପରି ନେତାଙ୍କୁ ହରାଇ ପ୍ରଥମ ଥର ପାଇଁ ବିଧାନସଭା ଯାଇଛନ୍ତି। ଗତକାଲି ଠାରୁ ଉପାସନା ନୂଆପଡା ରେ ପହଞ୍ଚି ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଆଜି ସେ ନୂଆପଡାର ବିଭିନ୍ନ ପଡା ସାହି ସହିତ ଗାଁ କୁ ଗାଁ ଘର କୁ ଘର ବୁଲି ଜନ ସମ୍ପର୍କ ସ୍ଥାପନ କରିବା ସହିତ ଜୟଙ୍କ ପାଇଁ ପ୍ରତି ଭୋଟରଙ୍କ ପାଖରେ ପହଞ୍ଚି ଜୟ ଙ୍କ ବିଜୟ ପାଇଁ ନିଜର ନିବେଦନ ଜଣାଇଛନ୍ତି। ଏହି ଡାଏନୋମିକ ଯୁବା ବିଧାୟିକାଙ୍କ ସ୍ଵଭାଵ ସୁଲଭ ବ୍ୟବହାର ଓ ବିନମ୍ରତାକୁ ପ୍ରତି ଭୋଟର ସାଦରେ ଗ୍ରହଣ କରି ଖୋଲାଖୋଲି ନିଜର ସମର୍ଥନ ଦେଇଛନ୍ତି। ବେଶ ଉପାସନା ବି ଖୁବ ଖୁସିଯେ, ଭୋଟରଙ୍କ ସକାରାତ୍ମକ ଚିନ୍ତାଧାରା ଡବଲ ଇଞ୍ଜିନ ପାଇଁ ଏକ ବିକାଶର ଧାରା ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ