Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିସିଷ୍ଟ ଶିକ୍ଷାବିତ ଙ୍କ ପରଲୋକ

ଅସ୍ତରଙ୍ଗ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଆଦର୍ଶ ଶିକ୍ଷକ, ତଥା ଅସ୍ତରଙ୍ଗ ବ୍ଲକ ଶିକ୍ଷା ବିଭାଗର ପୂର୍ବତନ ବି ଆର ସି, ଶ୍ରୀ ଖଗେଶ୍ୱର ସାମନ୍ତରାୟ ଙ୍କ ଇତି ମଧ୍ୟରେ ପରଲୋକ ଘଟିଛି l ମୃତୁ ବେଳକୁ ତାଙ୍କୁ ୭୪ବର୍ଷ ହୋଇଥିଲା l ସେ ଦୀର୍ଘ ଦିନ ହେବ ଶଯ୍ୟା ଶାୟୀ ଥିବା ବେଳେ, ତାଙ୍କର ମଙ୍ଗଳବାର ଦିନ ନିଜ ସୁଧୀକେଶ୍ୱର ବାସ ଭବନ ରେ ମୃତ୍ୟୁ ଘଟିଥିଲା l ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର, ପୁତ୍ର ବଧୂ, ଝିଅ, ଜ୍ୟାଇଁ, ନାତି, ନାତୁଣୀ ଆଦି ଉପସ୍ଥିତ ଥିଲେ l ପୁରୀ ର ସ୍ୱର୍ଗ ଦ୍ଵାର ଅନ୍ତିମ ସଂସ୍କାର କରା ଯାଇ ଥିବା ବେଳେ, ଏକମାତ୍ର ପୁତ୍ର ବିଷ୍ଣୁ ଚରଣ ସାମନ୍ତରାୟ ମୁଖାଗ୍ନି ଦେଇ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ