Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୀତତାପ ନିୟତନ୍ତ୍ର ବିବାହ ମଣ୍ଡପ ଉଦଘାଟିତ l

ଅସ୍ତରଙ୍ଗ,, ଅସ୍ତରଙ୍ଗ ଓ କାକଟପୁର ବାଶିଙ୍କ ପାଇଁ ବିବାହ, ବିଭିର୍ଣ୍ଣ କାର୍ଯ୍ୟକ୍ରମ, ଆଦି କରିବା ନିମନ୍ତେ କାକଟପୁର କଲେଜ ଛକ ନିକଟରେ ଅତ୍ୟାଧୁନିକ ବିବାହ ମଣ୍ଡପ” ଦୀପ୍ତି କନଭେସନ ” ଉଦ୍ଘାଟନ ହୋଇଛି l ଏହି ଅବସରରେ ଦୀପ୍ତି କନଭେସନ ର ପ୍ରୋପାଇଟର କୃଷ୍ଣ ମୋହନ ମହାନ୍ତି ମଣ୍ଡପ କୁ ଉଦଘାଟନ କରିଥିବା ବେଳେ ସ୍ତାନୀୟ ବିଜେପି ନେତା ରତିକାନ୍ତ ବେହେରା, ସାମ୍ବାଦିକ କମଳ ଲୋଚନ ଦୀକ୍ଷିତି, ତୁଷାର ରଞ୍ଜନ ଦୀକ୍ଷିତି, ପ୍ରମୁଖ ଯୋଗ ଦାନ କରି ଏହି ଅତ୍ୟାଧୁନିକ ମଣ୍ଡପ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳ ର ଜନ ସାଧାରଣ ମାନେ ବିବାହ,ବ୍ରତ,ନିର୍ବନ୍ଧ ସହ ଅନ୍ୟାନ ମାଙ୍ଗଳିକ କାର୍ଯ୍ୟକ୍ରମ ପାଇଁ ସୁଲଭ ମୂଲ୍ୟରେ ଯୋଗାଇ ଦିଆ ଯିବା ଓ ମଣ୍ଡପ ଟି ଲୋକାଦୃତ ହୋଇ ପାରିବ ବୋଲି ମତବ୍ୟକ୍ତ କରି ଥିଲେ l କାକଟପୁର ର ଅଧିଷ୍ଠାତି ଦେବୀ ମା ମଙ୍ଗଳା, ପିର ଜାହାନିଆଁ ପର୍ଯ୍ୟଟନ ବେଳାଭୂମି କୁ ଆସୁଥିବା ପର୍ଯ୍ୟଟକ ମାନେ ଏହି ମଣ୍ଡପ ରେ ରାତ୍ରୀ ଜାପନ କରିବା ର ବ୍ୟବସ୍ଥା ରହିଅଛି ବୋଲି ମାଲିକ ଶ୍ରୀ କୃଷ୍ଣ ମୋହନ ମହାନ୍ତି ପ୍ରକାଶ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ