Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲିମକା ବୁକ ରେ ସ୍ଥାନ ପାଇଲେ ସୁବଳୟା ର ମୁନା ମlହାଣl

ବୀରମହାରାଜପୁର : ସୁବଳୟା ଗ୍ରାମର ମୁନା ମlହଣା ଲିମକା ବୁକ ଅଫ ରେକର୍ଡ ପାଇଥିବାରୁ ଅଂଚଳରେ ଖୁଶିରେ ଲହରୀ ଖେଳିବା ସହିତ ମୁନାଙ୍କ ବହୁତ ପ୍ରଶଂସା କରିଥିଲେ ଅନେକ ବୁଦ୍ଧିଜୀବୀ l ମୁନା ଜଣେ ଅତି ଛୋଟ ଛୋଟ ମୂର୍ତ୍ତି ଯାହାକି ଆଖିରେ ଦେଖିବା ଭଳି ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ରେ ତିଆରି କରି ଭାଇରlଲ ହେଉଥିବା ଦେଖା ଯାଉଥିଲା l କିନ୍ତୁ ଆଜି ରେକର୍ଡ କଲେ ଲିମକାବୁକ ରେ ଆହୁରି ପ୍ରଶଂସା ର ପାତ୍ର ସାଜିଛନ୍ତି l ଆଗକୁ ପୃଥିବୀ ରେକର୍ଡ ରେ ସ୍ଥାନ ପାଇବା ଆଶା ରଖିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ