ଜନଗଣନା ଡିଉଟି ସାରି ଘରକୁ ଫେରୁଥିବାବେଳେ ଅଂଶୁ ଘାତରେ ପ୍ରଧାନ ଶିକ୍ଷକ ଙ୍କ ମୃତ୍ୟୁ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ସୁନାପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶୀଧର ଭୋଇ ଙ୍କ ଅଂଶୁଘାତ ରେ ମୃତ୍ୟୁବରଣ ହୋଇଥିବା ଅଭିଯୋଗ ହୋଇଛି l ସେ ଜନଗଣନା ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ଅଂଶୁଘାତର ଶିକାର ହୋଇଥିବା ବେଳେ ତାଙ୍କ ନିଜ ଘର ବମରାଜ ରହିଛି I

