Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ମୁଖ୍ୟ ଛକ ଠାରେ ଏଲ୍ଇଡି ଡିଜିଟାଲ ଡିସ୍ପ୍ଲେ ବିଧାୟକ ଙ୍କ ଦ୍ଵାରା ଉଦଘାଟିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମାର ମୁଖ୍ୟ ଛକ ଠାରେ ବିଧାୟକ ଉନ୍ନୟନ ପାଣ୍ଠିରୁ ନିର୍ମିତ ଏକ “ଏଲଇଡି ଡିଜିଟାଲ ଡିସପ୍ଲେ” ସ୍ଥାନୀୟ ବିଧାୟକ ଇଂ.ରଘୁନାଥ ଜଗଦଲାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଏ ଅବସରରେ ବିଧାୟକ ଙ୍କ ସହିତ ବିଜେପି ଜିଲ୍ଳା ସଭାପତି ବେଣୁଧର ଦାଶ ଓ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ