Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଟ ପରୀକ୍ଷାରେ ସଫଳ ଛାତ୍ର ଛାତ୍ରୀ ଙ୍କୁ ନାରାୟଣ ଲୁହା ଫ୍ୟାନ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମୈତ୍ରୀ ସଦନଠାରେ ନାରାୟଣ ଲୁହା ଫ୍ୟାନ୍ କ୍ଲବ୍ ପକ୍ଷରୁ ନୀଟ୍ ପରୀକ୍ଷାରେ କୃତକାର୍ଯ୍ୟ ଅଞ୍ଚଳର ୮ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି।
ଅଞ୍ଚଳର ଗୌରବ ବଢ଼ାଇଥିବା ଏହି ପ୍ରତିଭାମାନେ ଆଗାମୀ ଦିନରେ ଦକ୍ଷ ଡାକ୍ତର ହୋଇ ସମାଜର ସେବା କରନ୍ତୁ—ଏହା ହିଁ ସମସ୍ତଙ୍କ ଶୁଭକାମନା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ