Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଶମକାନୀରେ ଧୁମ୍‌ଧାମରେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ

ବିଶ୍ବ ଆଦିବାସୀ ଦିବସ 2026
ନିଖିଳ ଉତ୍କଳ କୁଲି ମେହେର ସମାଜ,ଓଡିଶା
ଆଦ୍ୟ ତା. 09/08/2026 ରିଖ ଦିନ ନିଖିଳ ଉତ୍କଳ କୁଲି ମେହେର ସମାଜ, ଓଡିଶା ତରଫ ରୁ ବଲାଙ୍ଗୀର ଜିଲ୍ଲା ପାଟଣା ଗଡ଼ ନିକଟସ୍ଥ କୁଶମକାନୀ (ଉଲବା )ଗ୍ରାମରେ ଇଷ୍ଟଦେଵୀ ମାଁ କରମସାନୀ ପୂଜା ଅର୍ଚନା ପରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ରାଧେଶ୍ୟାମ ମେହେର ର ଙ୍କ ଅଧ୍ୟକ୍ଷତା ରେ ବିଶ୍ୱଆଦିବାସୀ ଦିବସ ଶହ ଶହ ଆଦିବାସୀ ଭାଇ ଭଉଣୀ ଙ୍କ ଗହଣ ରେ ପାଳିତ ହୋଇ ଯାଇଅଛିତା ସାଙ୍ଗେ ସାଙ୍ଗେ ପାରମ୍ପରିକ ଗୀତ ନାଚ ପରିବେଷଣ ମଧ୍ୟ ହୋଇଥିଲା,ଏଥିରେ ରାଜ୍ୟ କର୍ମ କର୍ତ୍ତା, ଜିଲ୍ଲା କର୍ମ କର୍ତ୍ତା ସଦସ୍ୟ ସଦସ୍ୟା ମାନେ ବିଶ୍ୱ ଆଦିବାସୀ ଦିବସ ପାଳନ ର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟ ରେ ସଭାରେ ଅବଗତ କରାଇ ଥିଲେ,ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ହିମାଞ୍ଚଳ ମେହେର,ସହସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ ମେହେର,ଶୁବ୍ରତ ମେହେର, ଉପସଭାପତି ଶ୍ରୀଯୁକ୍ତ କ୍ଷୀରୋଦ୍ର ମେହେର, ଈଶ୍ୱର ମେହେର, ଓମପ୍ରକାଶ ମେହେର,ରାଜ୍ୟ ଉପଦେଷ୍ଟା ମହେନ୍ଦ୍ର ମେହେର,ଧନସିଂହ ମେହେର,ବାବୁଲାଲ ମେହେର ରାଜ୍ୟ ସଦସ୍ୟ ସୁରେଶ ମେହେର,ତେଜରାଜ ମେହେର, ରାଜ୍ୟ ସଦାସ୍ୟା ରମ୍ଭା ମେହେର, ମମତା ମେହେର, କୁମୋଦିନି ମେହେର,ବରଗଡ଼ ଜିଲ୍ଲା ସଭାପତି ସୁବାଷ ମେହେର, ସମ୍ପାଦକ ଶୋଭାସାଗର ମେହେର,କ୍ଷୀରେଶ୍ୱର ମେହେର, ଚିତ୍ତରଞ୍ଜନ ମେହେର, ଆନନ୍ଦ ମେହେର, ପଞ୍ଚାନନ ମେହେର,ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଉପଦେଷ୍ଟା ଶଙ୍କର ମେହେର, ସମ୍ପାଦକ ସଞ୍ଜୟ କୁମାର ମେହେର,କୋଷାଧକ୍ଷ ଶଙ୍କର୍ଷଣ ମେହେର, ଉପସଭାପତି ଭୁବନେଶ୍ୱର ମେହେର,ସମ୍ବଲପୁର ଜିଲ୍ଲା ରୁ ପ୍ରଭାକର ମେହେର,ଦୁର୍ୟୋଧନ ମେହେର, ନରୋତ୍ତମଃ ମେହେର,କୁଶମକାନୀ ଗ୍ରାମର ସତ୍ୟ ମେହେର, ରବୀନ୍ଦ୍ର ମେହେର, ଟେଭାକର ମେହେର ତଥା ସମସ୍ତ ଗ୍ରାମ ବସି ସମ୍ପୂର୍ଣ ସାଗାଯୋଗ କରିଥିଲେ, ଏବଂ ମଞ୍ଚ ପରିଚାଳନା ଶ୍ରୀ ଅନନ୍ତ ମେହେର,ବରଗଡ଼ କରିଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories