Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭା ଥାନାର ନୂତନ ଆଇଆଇସି

ତରଭା,୧୩/୬(ସମିସ) ତରଭା ଥାନାର ନୂତନ ଆଇଆଇସି ଭାବେ ଅନିତା କିଡୋ ସୋମବାର ଯୋଗ ଦେଇଛନ୍ତି।ଏହା ପୂର୍ବରୁ ସେ ଉଲୁଣ୍ଡା ଥାନା ଆଇଆଇସି ଭାବେ କାର୍ଯ୍ୟରତ ଥିଲେ।ତରଭାରେ ଯୋଗଦାନ ପରେ ଆଇନ ଶୃଙ୍ଖଳା, ଟ୍ରାଫିକ ସମସ୍ୟା ପ୍ରତି ବିଶେଷ ଧ୍ୟାନ ଦେବେ ବୋଲି ଗଣ ମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।ପୂର୍ବରୁ ଅବସ୍ଥାପିତ ଆଇଆଇସି ସୁବ୍ରତ ପାଣିଗ୍ରାହୀଙ୍କ ଜୁନ ୩ ତାରିଖ ସମ୍ବଲପୁର ବଦଳି ହେବାପରେ ପଦବୀ ଖାଲି ପଡିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ