Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭାରେ ବିଶ୍ୱ ଯୋଗ ଦିବସ

ତରଭା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଛି।ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ନଗର ସଂଘ ଚାଳକ ମାଙ୍ଗେଲାଲ ଅଗ୍ରୱାଲ ମୁଖ୍ୟ ଅତିଥି ଓ ବିଶେଷ ନିମନ୍ତ୍ରିତ ଅତିଥି ଭାବେ ଜେଏମଏଫସି ଶ୍ରୀମୟୀ ସରିତା କୁମାରୀ ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ବିଦ୍ୟାଳୟର କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ଶର୍ମାଙ୍କ ଉପସ୍ଥିତି ଓ ପ୍ରଧାନ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ କବି ଶ୍ରୀ ବନବାସ ମେହେର ପଞ୍ଚମ ଶ୍ରେଣୀରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ,ସ୍ୱୟଂସେବକ,କୋର୍ଟରୁ ଆସିଥିବା ଓକିଲ ବୃନ୍ଦ,ଅଭିଭାବକ,ଅଭିଭାବିକା,ଆଚାର୍ଯ୍ୟ, ଗୁରୁମା ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ।ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ