Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏମ୍ସିଏଲ ପକ୍ଷ୍ୟରୁ ସାହାଜବାହାଲ ପୋଖରୀ ସଫେଇ

ଚିପିଲିମା: ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ଅଭିଯାନ ଅବସରରେ ମହାନଦୀ କୋଲଡ଼ ଫିଲଡ଼ (ଏମ ସି ଏଲ)ପକ୍ଷ୍ୟରୁ ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ବସନ୍ତପୁର ପଞ୍ଚାୟତ ସାହାଜବାହାଲ ଠାରେ ଏକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଏମ୍ସିଏଲ ବୁର୍ଲା ଏଜିଏମ ସିଏସଆର ଅରବିନ୍ଦ ସାହୁ ଯୋଗଦାନ କରିଥିବାବେଳେ, ଏମ୍ସିଏଲ ଟିମ ଓ ଗ୍ରାମବାସୀ ମିଳିତ ସହଯୋଗରେ ଗ୍ରାମର ପୋଖରୀ ସଫା
କରିଥିଲେ।ପ୍ରକାଶ ଥାଉକି ଏମ୍ସିଏଲ ସବୁବେଳେ ବସନ୍ତପୁର ପଂଚାୟତରେ ଅନେକ ଜନସଚେନତା କାର୍ଯ୍ୟକ୍ରମ କରିଆସୁଥିବାବେଳେ, ଅନେକ ଉନ୍ନୟନ କାର୍ଯ୍ୟ କରିଆସୁଛି।ଏମ୍ସିଏଲ ର ଏପରି ଜନାହିତକର କାର୍ଯ୍ୟ ପାଇଁ ବୁଦ୍ଧିଯିବି ମହଲରେ ପ୍ରଶଂସା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories