Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାପ କାମୁଡାରେ ଜଣକର ମୃତ୍ୟୁ

କୋରାପୁଟ.୩୦।୦୬ ବନ୍ଧୁଗାଁ ବ୍ଲକ ପେଦାଅଲଡା ପଞ୍ଚାୟତର ଜାଗଗୁଡା ଗ୍ରାମରେ ସାପ ଚୋଟରେ ଜଣକର ମୃତ୍ୟୁ ହୋଇଥିବା ସୁଚନା ମିଳିଛି।ମୃତ ଯୁବକଙ୍କ ନାମ ପାଲକା ଲାଛମା।ଖବର ନେବାରେ ଜଣା ପଡିଛିକି ଲାଛମା ସବୁ ଦିନ ଭଳି ଗତ କାଲି ରାତିରେ ନିଜ ଘରୁ ଚାଷ ଜମିରେ ଥିବା କୁଡିଆକୁ ସୋଇବାକୁ ଜାଇଥିଲେ।ସେଠାରେ ସୋଇଥିବା ଅବସ୍ଥାରେ ଗୋଟେ ସାପ ତାଙ୍କୁ ଚୋଟ ମାରିବାରୁ ସିଏ ଉଠି ପଡି ସାପଟିକୁ ନାରି ଦେଇ ସୋଇ ପଡିଥିଲେ।ହେଲେ ସକାଳୁ ଜାଇ ପରିବାର ଲୋକେ ଉଠାଇବା ବେଳକୁ ତାଙ୍କର ପ୍ରାଣବାୟୁ ଉଡି ଜାଇଥିଲା।ଏନେଇ ପରିବାର ତରଫରୁ ବନ୍ଧୁଗାଁ ଥାନାରେ ଅଭିଯୋଗ କରିବା ପରେ ସବ ବ୍ୟବଛେଦ କରାଜାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଜାଇଛି।ବର୍ତମାନ ତାଙ୍କ ସ୍ତ୍ରୀ ଓ ଦୁଇଟି ଝିଅ,ଗୋଟିଏ ପୁଅ ଏବେ ପୁରା ଅସହାୟ ହୋଇ ପଡିଥିବା ବେଳେ ସରକାରି ସାହାଯ୍ୟ ଜୋଗାଇଦେବାକୁ ଗ୍ରାମବାସି ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ