Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲକ୍ଷ୍ମୀପୁର ରେ ନୁତନ ପ୍ରଧାନଆଚାର୍ଯ୍ୟ …

ଲକ୍ଷ୍ମୀପୁର ୦୪.୦୭ ..ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଭାବେ ସରୋଜ କୁମାର ପାଣିଗ୍ରାହୀ ଯୋଗଦାନ କରିଛନ୍ତି।ଏଥି ସେ ପୂର୍ବରୁ ସେ ରାୟଗଡ଼ା ସ୍ଥିତ ରାମକୃଷ୍ଣ ନଗର ଶିଶୁ ବିଦ୍ୟା ମନ୍ଦିରରେ ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଭାବରେ ଦୀର୍ଘ ୧୨ବର୍ଷ କାର୍ଯ୍ୟରତ ଥିଲେ ।ଲକ୍ଷ୍ମୀପୁର ଶିଶୁ ବିଦ୍ୟା ମନ୍ଦିରରେ ୮ମାସ ହେଲା ପ୍ରଧାନ ଆଚାର୍ଯ୍ୟ ସ୍ଥାନ ଖାଲି ଥିବାବେଳେ ଶ୍ରୀମତୀ ବିଜୟଲକ୍ଷ୍ମୀ ମିଶ୍ର ପ୍ରଧାନ ଆଚାର୍ଯ୍ୟା ଭାବେ ଦାୟିତ୍ଵ ତୁଲାଇଥିଲେ।ଶ୍ରୀ ପାଣିଗ୍ରାହୀ ଙ୍କୁ ଶିଶୁମନ୍ଦିର କମିଟି ଓ ଗୁରୁମା ଗୁରୁଜି ମାନଙ୍କ ଦ୍ବାରା ସ୍ବାଗତ କରାଯାଇଥିଲା…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ