ଓଡିଶା ନିୟୁଜ ର ପ୍ରଭାବ l ହୀରାକୁଦ ଗସ୍ତ ରେ ସମ୍ବଲପୁର ମହାନଗର. ନିଗମ ର ଅଧିକାରୀ ଗଣ l


ଓଡିଶା ନିଉଜ ର ପ୍ରଭାବ ଦେଖିବାକୁ ମିଳିଛି l ଗତ 10 ତାରିଖ ରେ ପଲିଥିନ ପାହାଡ ଗଦା ନିଉଜ ବାହାରିଥିଲା ଏବଂ ଗତ କାଲି ହୀରାକୁଦ ବନ୍ଧ ରାସ୍ତା ର ଦୁରବସ୍ଥା ନିୟୁଜ ମଧ୍ୟ ପ୍ରକାଶ ପାଇଲା ପରେ ସମ୍ବଲପୁର ମହାନଗର ନିଗମ ର ଅଧିକାରୀ ମାନେ ସକାଳୁ, ସକାଳୁ ହୀରାକୁଦ ଗସ୍ତ ରେ ଆସି ହୀରାକୁଦ ମାର୍କେଟ ରେ ପଲିଥିନ ଯାଞ୍ଚ କରା ଯାଇ ଥିଲା l ବିଭିର୍ଣ ଚିକେନେ, ମାଂସ ଦୋକାନ ଓ ଅନ୍ୟ ଦୋକାନ ରେ ପଲିଥିନ ର ବହୁଳ ବ୍ୟବହାର କରାଯାଉଥିବା ଦେଖିବାକୁ ପାଇଥିଲେ l ଏ ବାବଦରେ ରେ ଫାଇନ ଆଦାୟ କରା ଯାଇଥିଲା l ଏବଂ ତାଗିଦ କରାଯାଇଥିଲା l ନିୟୁଜ ଓଡିଶା ର ପ୍ରତିନିଧି କଂ ସହ ନୂତନ କମିଶନର, ଉପକମିଶନର, ଯନ୍ତ୍ରୀ, ଅବହେଳିତ ରାସ୍ତା ର ନିର୍ମାଣ ଶୀଘ୍ର ଆରମ୍ଭ କରାଯିବ, ଟେଣ୍ଡର ପ୍ରକିଆ ସଲା ପରେ କାମ ହେବ ବୋଲି ପ୍ରତିଶୃତି ଦେଇଥିଲେ l ସୂଚନା ଯୋଗ୍ୟ ଯେ ନୂତନ କମିଶନର ଗତ କାଲି ହିଁ କାର୍ଯ୍ୟ ରେ ଯୋଗ ଦେଇଛନ୍ତି l