Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଆର ନେତ୍ରମର ଚକ୍ଷୁ ଚିକତ୍ସା ଶିବିର

ସମ୍ବଲପୁର:(ହୀରାକୁଦ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦର କଦମପଡା ଠାରେ ଆଜି ଏକ ଚକ୍ଷୁ ଚିକତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। କେୟାର ନେତ୍ରମ ଓ ଆରୋଗ୍ୟ ସମିତି ପକ୍ଷରୁ ଆୟୋଜିତ ଶିବିରରେ ଚକ୍ଷୁ ସମସ୍ୟାରେ ପିଡିତ ଅନେକ ବ୍ୟକ୍ତି ବିଶେଷଙ୍କ ଆଖି ପରୀକ୍ଷା କରାଯାଇ ବିଭିନ୍ନ ପରାମର୍ଶ ଦିଆଯାଇଥିଲା।ଆବଶ୍ୟକ ସ୍ଥଲେ ଚଷମା ପିନ୍ଧିବାକୁ ମଧ୍ୟ କୁହାଯାଇଥିଲା।ଏଥିରେ ଆରୋଗ୍ୟ ଭାରତୀର ସଭ୍ୟ ସଭ୍ୟା ମାନେ ଯୋଗଦେଇ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ