Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏନ୍ ଏସ ଏସ ପକ୍ଷରୁ ଛାତ୍ରୀ ନିବାସ ପରିସର ରେ ଚାରା ରୋପଣ।

ଗୋପାଳପୁର ୨୧/୭ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏନ ଏସ ଏସ ପକ୍ଷରୁ ଛାତ୍ରୀ ନିବାସ ପରିସର ରେ ଆଜି ଚାରା ରୋପଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗ ଦେଇ ଚାରା ରୋପଣ କରିଥିଲେ। ଏହି ଅବସରରେ କୁଳପତି ଅନ୍ତେବାସୀ ଙ୍କୁ ଗଛ ଲଗାଇବା ଠୁ ଯତ୍ନ ନେବା ଅଧିକ ଗୁରୁତ୍ଵ ବୋଲି କହିବା ସହ ପ୍ରତ୍ୟେକ ଛାତ୍ରୀ ମାନେ ଗୋଟେ ଗୋଟେ ଗଛ କୁ ପୋଷ୍ୟ ଭାବେ ଗ୍ରହଣ କରି ତାହାର
ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ।ଯ ଦ୍ବାରା ସୁସ୍ଥ ବାତାବରଣ ସୃଷ୍ଟି ହୋଇ ପାରିବ ବୋଲି କହିଥିଲେ। ଏହି କାର୍ଯ୍ୟ କ୍ରମରେ ଏନ୍ ଏସ ଏସ ର ସଂଯୋଜକ ଡ଼ଃ ଜୟନ୍ତ କୁମାର ପଣ୍ଡା, ଡେପୁଟି ୱାଡେନ ଡ଼ଃ ସସ୍ମିତା ବେହେରା, ଡ଼ଃ ପଦ୍ମ ଲୋଚନ ହେମ୍ବ୍ରମ,ବହୁ ସଂଖ୍ୟକ ଛାତ୍ରୀ ଉପସ୍ଥିତ ରହି ହଷ୍ଟେଲ ପରିସର ମଧ୍ୟରେ ୮୦ଟି ଅଁଳା ଚାରା ରୋପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories