Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସିଣ୍ଢୋଲ ଜଗନ୍ନାଥ ମନ୍ଦିର ବଜ୍ରପାତ ରେ ଫାଟିଲା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉଲୁଣ୍ତା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ରେ ଥିବା ଜଗନ୍ନାଥ ମନ୍ଦିର ବିଭିନ୍ନ ସ୍ଥାନ ଆଜି ବଜ୍ରପାତ ରେ ଫାଟ ସୃଷ୍ଟି ହୋଇଥିବା ଦେଖାଦେଇଛି। ଆଜି ସନ୍ଧ୍ଯା ସମୟରେ ପ୍ରବଳ ବର୍ଷା ସହିତ ଘଡଘଡି ହୋଇଥିଲା l ହଠାତ୍ ସେହି ସମୟରେ ସିଣ୍ଢୋଲ ଗାଁରେ ଥିବା ଜଗନ୍ନାଥ ମନ୍ଦିରରେ ବଜ୍ରପାତ ଘଟିବା ଫଳରେ ମନ୍ଦିରର ବିଭିନ୍ନ ସ୍ଥାନ ରେ ଫାଟ ସୃଷ୍ଟି ହୋଇଥିବା ଦେଖା ଦେଇଛି। ଅନ୍ୟପଟେ ବଜ୍ରପାତ ସମୟରେ ମନ୍ଦିର ଆଖପାଖରେ ଅନେକ ଲୋକ ଥିବା ବେଳେ ବଜ୍ରପାତରୁ ଅଳ୍ପକେ ବର୍ତ୍ତି ଯଇଥିବା ଜଣାପଡିଛି । ତେବେ ପ୍ରଶାସନ ପକ୍ଷରୁ ମନ୍ଦିର ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି।