Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ ରାଜିବ ଗାନ୍ଧୀ ଜୟନ୍ତୀ ଅବସରରେ ମିନି ମାରାଥନ୍

ବୀରମହାରାଜପୁର :
ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଆୟୋଜିତ ହେଲା ମିନି ମାରାଥନ। ରଥପୁର ଛକରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ହୋଇଥିବା ଏହି ଦୌଡ଼ରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫ ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ପୁରୁଷ ବିଭାଗରେ ବଲାଙ୍ଗୀରର ଡୋଳାମଣି ଚିର୍ଗୁନ ଏବଂ ମହିଳା ବିଭାଗରେ ଢେଙ୍କାନାଳର ଦିପ୍ତିରାଣୀ ସାହୁ ପ୍ରଥମ ସ୍ଥାନ ହାସଲ କରିଛନ୍ତି।
ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଓ ସୁସ୍ଥ ଜୀବନର ବାର୍ତ୍ତା ଦେଲା ଏହି ମିନି ମାରାଥନ୍ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ