Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ଥାନା ଉଦ୍ଘାଟିତ

ନାରାୟଣପାଟଣା.୧୬।୦୮।୨୩ ବନ୍ଧୁଗାଁ ଠାରେ ନୂତନ ଥାନା ଉଦ୍ଘାଟନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଡିଆଇଯି ଚରଣ ସିଂ ମୀନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନ୍ ଫିତା କାଟି ବିଧି ବଧ ଭାବେ ଶୁଭ ଉଦ୍ଘାଟନ କରିଥିଲା ବେଳେ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନାର କର,ଲକ୍ଷ୍ମୀପୁର ଏଡିପିଓ ଇନ୍ ଚାର୍ଜ ଶ୍ରାବଣୀ ନାୟକ,ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର,ନାରାୟଣପାଟଣା ଥାନା ଅଧିକାରୀ ପରମାନନ୍ଦ ସୁନାନୀ ଓ ଲକ୍ଷ୍ମୀପୁର ଥାନା ଅଧିକାରୀ ସୁଗ୍ୟାନୀ ସାହୁଙ୍କ ସମେତ ବହୁ ପୋଲିସ କର୍ମି ଓ ସାଧାରଣ ଜନତା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ