Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାମକରି ମଜୁରି ନପାଇ ହତାଶ

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭେଜା ସ୍କୁଲ କାମ କରି ଶ୍ରମିକ ଢେଡ଼ ବର୍ଷ ହେବ ମଜୁରି ପାଇନଥିବା ଅଭିଯୋଗ
କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ଭେଜା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭେଜା ଗ୍ରାମରେ ସ୍କୁଲ ନିର୍ମାଣ କାର୍ଯ୍ୟ ଜେଈ ବାବୁଲି ବେହେରାଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ ଚଳିତ ମାସ ୧୭,୨୦୨୨ରେ ହୋଇଥିଲା ହେଲେ ଶ୍ରମିକ ମହିଳା ଓ ପୁରୁଷ ମାନେ ଆଜିକୁ ପ୍ରାୟ ବର୍ଷେ ପରେ ବିତିଗଲା ମଜୁରି ପାଇନଥିବା ଅଭିଯୋଗ ଆଣିଛନ୍ତି ଏହି ବିଷୟରେ ନନ୍ଦପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ ମିଶ୍ରଙ୍କୁ ଜଣାଇବା ପରେ ସେ ପ୍ରସୂତି ଦେଇଥିଲେ ଟଙ୍କା ପାଇଯିବେ ବୋଲି ସୂଚନା ଥାଉକି ଆଜି ପର୍ଯ୍ୟନ୍ତ ଶ୍ରମିକ ମଜୁରୀ ଟଙ୍କା ଜଣେ ଜଣେ ୨୫ ଦିନର ପାଇନଥିବା ଅଭିଯୋଗ ଭେଜା ପଞ୍ଚାୟତର ଆଖପାଖ ଅଞ୍ଚଳରୁ ଓ ଅତି ପାଖ ଗାଁ ହାଣ୍ଡିପୁଟ ଗ୍ରାମର ଲୋକେ ମଜୁରୀ ଟଙ୍କା ନପାଇବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଜଣାଇଛନ୍ତି ପ୍ରତିକ୍ରିୟାରେ କହିଛନ୍ତି ଟଙ୍କା ଜଦି ନମୀଳିବ ଧରଜ ପାରହୋଇଗଲା ବାଧ୍ୟ ହୋଇ କାର୍ଯ୍ୟ କରିଥିବା ସ୍କୁଲରେ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି ଏହି ପ୍ରତି ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ତଥା ଜିଲ୍ଲା ପ୍ରଶାସନ ଏହାକୁ ଜତା ଶୀଘ୍ର ଦୃଷ୍ଟି ଆକର୍ଷଣ କରି ମଜୁରୀ ଟଙ୍କା ଫେରାଇବାକୁ ଦାବି ହୋଇଛି ଏହି ବିଷୟରେ ଖବର ପାଇବା ମାତ୍ରେ ଏବେ ନନ୍ଦପୁର ବ୍ଲକ ଅଞ୍ଚଳରେ ଲୋକେ ଶ୍ରମିକଙ୍କୁ ମଜୁରୀ ଟଙ୍କା ପାଇନଥିବା ଏକ ସାଧାରଣ ମୋହଳରେ ଚର୍ଚ୍ଚାରେ ନିନ୍ଦା କରାଯାଇଛି ଅଭିଯୋଗ କାରିମାନେ ହେଲେ ,ଲଚମା ଖରା ,ଆନନ୍ଦ ଗୁଣ୍ଟା , ଗୁରୁ ଖରା,ସାବିତ୍ରୀ ଖିଲ , ଜାଇମତି ଖୀନିବୁଡି ,ଲଚମା ଖିଲ ,ବଳରାମ ଶିଶା, ଏହାର ଜତା ଶୀଘ୍ର ତଦନ୍ତ କରି ସରକାରଙ୍କ ପକ୍ଷରୁ ଶ୍ରମିକ ମାନଙ୍କୁ କାର୍ଯ୍ୟ କରିଥିବା ଟଙ୍କା ପାଇବାକୁ ନିବେଦନ କରିଛନ୍ତି
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ