Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଲ ଶ୍ରମିକ ସଂଘ ନିର୍ବାଚନ ବିଜୟ ଉତ୍ସବ

କୋରାପୁଟ,: ମଙ୍ଗଲ ବାର ସୁନାବେଡ଼ା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକସ ଲିମିଟେଡ (ହାଲ) ଶ୍ରମିକ ସଂଘ ନିର୍ବାଚନ ଅନୁଷ୍ଠିତ ହେଇଥିବା ବେଳେ ହାଲ ସ୍ଵୀକୃତି ପ୍ରାପ୍ତ ତିନୋଟି ଶ୍ରମିକ ସଂଗଠନ ହିନ୍ଦୁସ୍ଥାନ ଏରୋନେଟିକସ ଏମ୍ପଲୋଇଜ୍ ଏସୋସିଏସନ(ଏଚ,ଏ,ଇ,ଏ), ହିନ୍ଦୁସ୍ଥାନ ଏରୋନେଟିକସ ମଜଦୂର ସଂଘ (ଏଚ,ଏ,ଏମ,ଏସ) ଓ ବିଜୁ ଏରୋନେଟିକସ ଏମ୍ପ୍ଲୋଇଜ୍ ୟୁନିଅନ (ବି, ଏ, ଇ, ୟୁ) ମଧ୍ୟରେ ପ୍ରତିଦ୍ବନ୍ଦିହେଇଥିବା ବେଳେ ନିର୍ବାଚନ ତାରିଖ ଘୋଷଣାର ପ୍ରଥମ ଦିନରୁହିଁ କର୍ମଚାରୀ ସଙ୍ଗଠନ ମାନଙ୍କ ପୋଷ୍ଟର ,ବ୍ୟାନର ଓ ପତାକା ଆଦି ହାଲ ଟାଉନସିପର ରାସ୍ତା ଘାଟ, ଛକ ମାନଙ୍କରେ ଦେଖିବାକୁ ମିଳିଛି। ତେବେ ଏଚ ଏ ଇ ଏ, ଏଚ ଏ ଏମ ଏସ, ବିଜୁ ଏରୋନଟିକସ ଏମ୍ପ୍ଲୋଇଜ୍ ୟୁନିଅନ ମୋଧ୍ୟ ରେ ଟକ୍କର ବେଳେ ବୋହୁମୁଲ୍ୟ ରେ ହାମସ ୧୦୭୮ ଭୋଟ ପାଇଥିବା ବେଳେ ହେଚ୍ଚ ଏ ଇ ଏ ୬୭୫ , ଏବଂ ବିଜୁ ୟୁନିୟନ ୨୮୨ ଭୋଟ ପାଇ ପୋଚୁଆ ରୋହିଥିଲେ, ବିଜୟ ହାଇ ଥିବା ହାମସ୍ ଅସୋନ୍ତା ଦିନରେ ହାଲ ରେ ଥିବା ସୋମସ୍ୟା କୁ ପୂର୍ଣ୍ଣ କରିବ ଏବଂ କର୍ମ ଚାରୀଙ୍କ ସହ ସୁଖ ଦୁଃଖୋରେ ସାମିଲ ରୋହିବେ ବୋଲି ସୋଙ୍ଘ ସୁଚନା ଦେଇଛି.।ତେଣୁ ହାଲ ଓ ଶ୍ରମିକ ମାନଙ୍କ ଉଜ୍ବଳ ଏବଂ ସୁରକ୍ଷିତ ଭବିଷ୍ୟତ ପାଇଁ ତଥା ହାଲ କର୍ମଚାରୀ ମାନଙ୍କ କଲ୍ୟାଣ କୁ ଆଶା କରି ଏହି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେବିଯୋୟ ହେଇଥିବା ହାମସ କୁ ସିବୁଆଡୋରୁ ଶୁଭେଛା ସୁଓ ଛୁଟୁଛି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ