Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଟାଙ୍ଗୀ ବ୍ଲକ କୋଟିଆ ଚନ୍ଦକା ବିଦ୍ୟାଳୟ ଠାରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଟାଙ୍ଗୀ ବ୍ଳକର କୋଟିଆ, ଚନ୍ଧକା , ଗୁଗାଗୁଡା ବିଦ୍ୟାଳୟ ଠାରେ”ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର କୋଟିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଜିଲ୍ଲା ମଙ୍ଗଳ ବିଭାଗ ଅଧିକାରୀ ସୁନିଲ୍ କୁମାର୍ ତାଣ୍ଡି ସନମାନୀୟ ଅତିଥି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ଉପସ୍ଥିତ ରହିଥିବା ସମସ୍ତ ଛାତ୍ରଛାତ୍ରୀ ଅଭିଭାବକ ମାନଙ୍କୁ ଉତ୍ସାହିତ କରିବା ସହ ସରକାର ଙ୍କ ମୈାଳିକ ସୁବିଧା ସୁଯୋଗ ଛାତ୍ର ଛାତ୍ରୀ ମାନଙ୍କ ଉପରେ ଆଲୋଚନା କରିଥିଲେ ଓ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କଲ୍ପନା ପାଙ୍ଗି ,ଏଡି ଡାବୁଲୁଅ କୋରାପୁଟ ଅର୍ଜୁନ ନାୟକ୍, ଜିଲ୍ଲା ପରିଷଦ ସଭ୍ୟ ଟିକାଏ ଗେମେଲ, ସ୍ଥାନୀୟ ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ମିତା ଭତରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମଟି ହୋଇଥିଲା ଉପସ୍ଥିତ ଥିଲେ ଥୁରିଆ ପ୍ରଧାନ ଶିକ୍ଷକ କ୍ରୁପାପ୍ରସାଦ ଜାନୀ, ମାଷ୍ଟର ଟ୍ରେନର ଆରପି ସୁଧୀର ଗୁଣ୍ଠା, ଏବଂ ବିଭିନ୍ନ ବିଭାଗର କର୍ମଚାରୀଙ୍କ ଉପସ୍ଥିତ ରହିଥିବା ଜଣାପଡ଼ୁଛି ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀ ଷ୍ଟାଫ୍ ଆସିଥିବା ସମସ୍ତ ଅତିଥି ଏବଂ ଅଭିଭାବକ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ମିତା ଭତ୍ରା ,ଏହି କାର୍ଯ୍ୟକ୍ରମ ଚନ୍ଦକା ପଞ୍ଚାୟତ ଗୁଗାଗୁଡାରେ ମଧ୍ୟ ଏହି ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାୟକଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ଅତିଥି ଜଗଦେଇଥିବା ସମସ୍ତଙ୍କୁ କୋରାପୁଟିଆ ପରମ୍ପରା ଅନୁଯାୟୀ ସାଂଗତ ସମ୍ବର୍ଦ୍ଧନା କରିଥିଲେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବ୍ଲକ ମଙ୍ଗଳ ବିଭାଗ ଅଧିକାରୀ ଅନିଲ୍ କୁମାର ସେଠି ଜଗଦେଇଥିବା ବେଳେ ସନମାନୀୟ ଅତିଥି ବ୍ଲକ ସେକ୍ସନ ଅଫିସର ଦୁର୍ଜଧନ ସେଠି , ବ୍ଲକ ଡି ଇ ଓ ସନ୍ତୋଷ କୁମାର ଚୌଧୁରୀ,ଲାଉଡି ପ୍ରଧାନ ଶିକ୍ଷକ ବିଶ୍ଵନାଥ ଦିଶାରୀ, ଓ ସମସ୍ତ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିବା ଜଣାପଡ଼ୁଛି. ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ସ୍ଥାନୀୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଷ୍ଟାଫ୍ ଶେଷରେ ଆସିଥିବା ସମସ୍ତ ଅତିଥି ଅଭିଭାବକ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାୟକ । ଅନୁରୂପ ଭାବେ ଏହି କାର୍ଯ୍ୟକ୍ରମ ଆଶ୍ରମ ବିଦ୍ୟାଳୟ ଚନ୍ଦକା ଠାରେ ମଧ୍ୟ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵାଗତିକା ଜେନାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଜିଲ୍ଲା ଜନମଙ୍ଗଳ ଅଧିକାରୀ ସୁନିଲ୍ କୁମାର ତାଣ୍ଡି ,ଜିଲ୍ଲା ମଙ୍ଗଳ ଅଧିକାରୀ ଅଫିସ କିରାଣୀ ଯୋଗଦେଇ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମକୁ ପିତା କାଟି ଶୁଭାରାମ କରିଥିଲେ ଉପସ୍ଥିତ ରହିଥିଲେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଓ ସମସ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ ବ୍ଳକ ମଙ୍ଗଳ ଅଧିକାରୀ ଅନିଲ କୁମାର ସେଠୀ ଏବଂ ଡିଓ ସୋନ୍ତଷ ଚୈାଉଦୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ, ଆସି ଥିବା ସମସ୍ତ ଅଭିଭାବକ ଛାତ୍ରଛାତ୍ରୀ ଅତିଥି ମାନୋଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵାଗତିକା ଜେନା, ଏହି କାର୍ଯ୍ୟକ୍ରମ ମଧ୍ୟ ଚନ୍ଦକା ବାର୍ଜ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବ୍ଳକ ମଙ୍ଗଳ ବିଭାଗ ଅଧିକାରୀ ଅନିଲ କୁମାର ସେଠୀ ,ବ୍ଳକର ଡି ଇ ଓ ସୋନ୍ତଷୋ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଆସି ଥିବା ଅଭିଭାବକ ମାନଙ୍କୁ ନେଇ ଉତ୍ସାହିତ କରିବା ସହିତ ଶିକ୍ଷାକୁ ଗୁରୁତ୍ବ ଦେବା ନିମନ୍ତେ ଅଭିଭାଷଣ ସହ ସହଯୋଗ କରିଥିଲେ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଷ୍ଟାପ୍ ଆସିଥିବା ସମସ୍ତ ଅତିଥି ଅଭିଭାବକ ଛାତ୍ରଛାତ୍ରୀ ଓ ନିଜ ସମସ୍ତ ଷ୍ଟାପ୍ କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଖରା
କୋରାପୁଟରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ