Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ନିର୍ବାହୀ ଅଧିକାରୀଙ୍କ ଯୋଗଦାନ

ଖଡ଼ିଆଳ : ନୂଆପଡ଼ା ଜିଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଶନିବାର ନୂତନ ନିର୍ବାହୀ ଅଧିକାରୀ ଭାବରେ ପ୍ରମୋଦ କୁମାର ଖିଲୋ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିର୍ବାହୀ ଅଧିକାରୀଙ୍କୁ ସ୍ଵାଗତ ସମର୍ଦ୍ଧନା ଜଣାଇଛନ୍ତି। ଖଡିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ଖଡିଆଳ ନଗର ଉପାଧ୍ୟକ୍ଷା ଶକୁନ୍ତଳା ରାଉତଙ୍କ ସମେତ ୱାର୍ଡ ସଭ୍ୟସଭ୍ୟା ମାନେ ସ୍ବାଗତ କରିଥିବା ବେଳେ ଖଡ଼ିଆଳର ବିକାଶ ଦିଗରେ କାର୍ଯ୍ୟ କରିବାକୁ ପ୍ରାଥମିକତା ଦେବା ସହ ସ୍ୱଚ୍ଛ ଏବଂ ନିର୍ମଳ ଖଡିଆଳ ତିଆରି ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ