Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋରାପୁଟ ଜିଲ୍ଲାରେ ଘରେ ଘରେ କାର୍ଡ

ତାରିଖ 12.10.23 କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଦୁର୍ଗା ଶଙ୍କର ସାହୁଙ୍କ ନେତୃତ୍ୱରେ ଅବିଭକ୍ତ କୋରାପୁଟ ଜିଲ୍ଲାର ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଙ୍ଘଠନ ସଂଯୋଜକ ତଥା କୋରାପୁଟ ଜିଲ୍ଲାର ମୁଖପାତ୍ର ଶୃଯୁକ୍ତ ରୂପକ କୁମାର ତୁରୁକଙ୍କ ସହଯୋଗରେ ନନ୍ଦପୁର ବ୍ଲକ ସଭାପତି କାମେଶ କାମୁଡି ପୂର୍ବତ୍ତନ ବିଧାୟକ ଶ୍ରୀଯୁକ୍ତ ରାମଚନ୍ଦ୍ର କଡାମ ମାଲକାନଗିରି ଜିଲ୍ଲା ପୂର୍ବତ୍ତନ ବିଧାୟକ ନିମାଇଁ ସରକାର ପଟ୍ଟାଙ୍ଗି ବ୍ଲକ ପୂର୍ବତ୍ତନ ଜିଲ୍ଲାପରିଷ ଶୁକ୍ରା ଖରା ନନ୍ଦପୁର ବ୍ଲକ ସାଂସଦ ପ୍ରତିନିଧି ଗୋପାଳ ମାଟାମ ରାଜୁପୁଟ ସରପଞ୍ଚ ତଥା ସମାଜସେବୀ ପିତାମ୍ବର କିର୍ସାନୀ ପିସିସି ସଦସ୍ୟ ରମେଶ ଖରା ପଡଲ ବାବୁ ଅନେକ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ନନ୍ଦପୁର ବ୍ଲକ ସଦର ମହକୁମା ଠାରେ ଥିବା ସର୍ବପୁରାତନ ଶିବ ମନ୍ଦିର ଠାରେ ପୂଜାର୍ଚନା କରି ସହର ପରିକ୍ରମା କରି ଘରେ ଘରେ ହାତ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସମସ୍ତଙ୍କୁ କାର୍ଡ ବଣ୍ଟନ କରାଯାଉଛି l ପରେପରେ ପାଡୁଆ ହାଟ ପରିକ୍ରମା ବାଲଡା କୁଲାବୀର ହାତୀବାରି ପାଡୁଆ ଖିନବର ଚାଟୁଆ କୁଲାରସିଂ ଗୋଲୁର ପରଜା ବଡ଼ପଡ଼ା ପାଟୁଲୁମ ବାଡେଲ ଭେଜା ବିଲାପୁଟ ଖୁର୍ଜି ନନ୍ଦପୁର ମାଳିବେଲଗାଁ ଥୁବା ରାଇସିଂ ଖେମୁଣ୍ଡୁଗୁଡା ନନ୍ଦକା ପରିକ୍ରମା କରାଗଲା l ଚାଟୁଆ ପଞ୍ଚାୟତର ତାଡିଙ୍ଗି ଗ୍ରାମର ସମସ୍ତ ପରିବାର କଂଗ୍ରେସରେ ସାମିଲ ହେଲେ l ସେମାନେ ହେଲେ ପାଙ୍ଗି ଲିମୁ ମାଧବ ଗୁଣ୍ଠା ରଘୁ ଖରା ଅନେକ ଲୋକ କଂଗ୍ରେସରେ ଯୋଗଦେଇଥିଲେ
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ