ନର୍ଲା ର ନୂତନ ତହସିଲଦାର ଙ୍କୁ ନୂତନ ପ୍ରେସ ଆସୋସିଏସନ୍ ର ସୌଜନ୍ୟମୂଳକ ସାକ୍ଷାତ ଏବଂ ଓଉପଢ଼ୋକନ ଏବଂ ଗୀତାବହି ପ୍ରଦାନ

ଭବାନୀପାଟଣା, ୦୭/୧୧ (ଜଗନ୍ନାଥ ନାଏକ) : ଆଜି ସକାଳ ୧୧ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲୋକ୍ ଅନ୍ତର୍ଗତ ନର୍ଲା ପ୍ରେସ ଆସୋସିଏସନ୍ ର ସଭାପତି ଶ୍ରୀଯୁକ୍ତ ଦୀପକ ସାହୁ ଙ୍କ ସମେତ ସଙ୍ଘ ର ସମସ୍ତ ବରିଷ୍ଠ ସଦସ୍ୟ ମାନେ ତହସିଲ କାର୍ଯ୍ୟଳୟ ରେ ପହଞ୍ଚି ନୂତନ ତହସିଲଦାର ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ କହଁର ଙ୍କୁ ଉପଢୋକନ ସହ ପବିତ୍ର ଭଗବତ ଗୀତା ଦେଇ ସମ୍ମାନିତ କରିବା ସହ ଅଞ୍ଚଳର ଉନ୍ନତି କାମନା କରିଥିଲେ ଅତ୍ୟବସରରେ ଶ୍ରୀ କହଁର ମଧ୍ୟ ଅଞ୍ଚଳର ବିକାଶ ପାଇଁ ସାମ୍ବାଦିକ ମାନଙ୍କର ତଥା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସହଯୋଗ କାମନା କରିଥିଲେ