Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାହାଣ୍ଡି ଜିଲ୍ଲାର ପ୍ରଥମ ମହିଳା ଫୁଟବଲରେ ରେଫରୀ ହେଲେ ପ୍ରିୟଙ୍କା ବିଶି

କଳାହାଣ୍ଡି, ୨୧/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବ୍ଲକ ର ପ୍ରିୟଙ୍କା ବିଶି ଆଣିଛନ୍ତି ଜିଲ୍ଲା ପାଇଁ ତଥା କେସିଙ୍ଗା ପାଇଁ ଗୌରବ। ସେ କଳାହାଣ୍ଡି ଜିଲ୍ଲାର ପ୍ରଥମ ମହିଳା ଫୁଟବଲ ରେଫରି ଭାବରେ ନିଯୁକ୍ତି ହୋଇ ବର୍ତ୍ତମାନ କଟକ ରେ ଅନୁଷ୍ଟିତ ଅଣ୍ଡର ୧୭ ଫୁଟବଲ ପ୍ରତିଯୋଗିତା ରେ ରେଫରି କାମ ତୁଲାଉଛନ୍ତି। ଏଠାରେ କହି ରଖୁଛୁ ଯେ ପ୍ରିୟଙ୍କା ବିଶି ବର୍ତ୍ତମାନ କେସିଙ୍ଗା ବ୍ଲକ କଶ୍ରୁପଡ଼ା ସ୍ଥିତ ସରକାରୀ ଜନତା ଉଚ୍ଚ ବିଦ୍ୟାଳୟ ରେ ପି ଇ ଟି ଭାବରେ କାର୍ଯ୍ୟରତ ଅଛନ୍ତି।